ଖରାଦିନେ ଥଣ୍ଡା ପାଣି ପିଇଲେ ହୋଇଥାଏ ଏହିସବୁ କ୍ଷତି

ଭୁବନେଶ୍ୱର: ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଖରା ଦିନେ ଥଣ୍ଡା ପାଣି  ପିଇବା ଶରୀରକୁ  କି ପ୍ରକାର କ୍ଷତି ପହଞ୍ଚାଇଥାଏ ।

  •  ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ। ଯାହାଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଆଉ ଖାଦ୍ୟ   ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ୱ ମିଳିପାରି ନଥାଏ। ଏହାସହ ଫ୍ରିଜ୍‌ରେ କୁତ୍ରିମ   ପ୍ରକ୍ରିୟାରେ ତଥା ସାମାନ୍ୟଠୁ ଅଧିକ ତାପମାନରେ ରହିଥାଏ। ଯାହା ଶରୀର ପାଇଁ ଖୁବ୍‌ କ୍ଷତିକାରକ।
  •  ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଇବା ଅନୁଚିତ୍ । ଏହା ଦ୍ୱାରା ଅଂଶୁପାତ ହେବାର ସମ୍ଭାବନା ଥାଏ ।
  •  ଥଣ୍ଡା ପାଣି ପିଇଲେ ଗଳା ଖରାପ ହୋଇଥାଏ।
  •  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥଣ୍ଡା ପାଣି ପିଇଲେ ହୃଦୟର ଗତି ଧୀର ହୋଇଯାଇଥାଏ ।
  •  ଏହାସହ ଥଣ୍ଡା ପାଣି ପିଇଲେ ମୁଣ୍ଡ ବିନ୍ଧା ମଧ୍ୟ ହେବାର ସମ୍ଭାବନା ଥାଏ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଆରମ୍ଭରୁ   ଅଛି ତେବେ ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ ।
  •  ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ କବଜ୍‌ ପରି ସମସ୍ୟାର ସମ୍ମୁଖିନ ହୁଅନ୍ତି।

ଆହୁରି ପଢ଼ନ୍ତୁ

କେଶ ଝଡ଼ୁଛି ? ଧଳା ପଡିଯାଉଛି ? ବିନା ଔଷଧରେ ଏମିତି କରନ୍ତୁ ସମାଧାନ

ଜାଣନ୍ତି , କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ ? ପଢନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ

ସାବଧାନ ! ଶରୀରରେ ଏସବୁ ଲକ୍ଷଣ ଦେଖା ଯାଉଥିଲେ ହୋଇପାରେ ପେଟ କ୍ୟାନସର୍

ହାର୍ନିଆ କ’ଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ

ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

You might also like