• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Tapovan
ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ

ଉତ୍ତରାଖଣ୍ଡ ଚେମୋଲି ହିମସ୍ଖଳନ ଘଟଣାକୁ ଏହାରି ମଧ୍ୟରେ ବିତିଛି ସପ୍ତାହେ। ଲଗାତାର ଭାବେ ଅଞ୍ଚଳରେ ଜାରି ରହିଛି ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ୍। ଆଜି ସକାଳୁ ଆଉ ଦୁଇଟି ମୃତ ଦେହ ଟନେଲ୍ ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି। ଫଳରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି

OTV-pulwama-attack
ମନେ ପଡୁଛନ୍ତି ବୀର ଯୱାନ.....ଭାରତ ଲାଗି ଥିଲା କଳାଦିନ

ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ବିତିଲା। ଆଜିର ଦିନରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ। ୨୦୧୯ ମସିହା ଫେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ରୁ ଅଧିକ ବୀର ଯବାନ

Auto driver
ଦେଶରାଜ ଅଟୋ ଡ୍ରାଇଭର: ନାତୁଣୀର ସ୍ୱପ୍ନ ପୂରଣ କରିବା ଲାଗି ବିକ୍ରି କରିଦେଲେ ଘରଦ୍ୱାର

ଇଚ୍ଛାଶକ୍ତି ଆଗରେ ବୟସ ସାଜେନି ବାଧକ। ବୟସର ଅପରାହ୍ଣ ପରେ ବି ପରିବାର ବୋଝ ମୁଣ୍ଡାଇଛନ୍ତି ବୃଦ୍ଧ ଅଟୋ ଚାଳକ। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧ ଅଟୋ ଚାଳକ ନିଜ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧାବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି।

Monkey
ଘର ଛାତ କଣା କରି ୨ ଯାଆଁଳା ଶିଶୁକୁ ନେଇ ଗଲେ ମାଙ୍କଡ଼ ପଲ, ଆଉ ତା'ପରେ...

ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ୮ ଦିନର କଅଁଳା ଶିଶୁର ଏମିତି କାରଣ ପାଇଁ ଜୀବନ ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ସେହି ୮ ଦିନ ଶିଶୁର ମାଆଙ୍କ କହିବା ଅନୁସାରେ, ମାଙ୍କଡ଼ ଦଳ ଘର ମଧ୍ୟକୁ ପ୍ରବେଶ କରି ୨ ଜାଆଁଳା ପିଲାଙ୍କୁ ଘରୁ ଉଠାଇ ନେଇଛି।

pulwama
ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ଆଜି ବି ବୀର ଯୱାନଙ୍କୁ ମନେ ପକାଉଛି ଦେଶ

ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୨ ବର୍ଷ ପୂରିଯାଇଛି

TreeMan
ଗଛ ବି ଆମକୁ ଶିକ୍ଷା ଦିଏ, ଦେଖନ୍ତୁ ଏହି ଭିଡ଼ିଓ...

ଦୈନଦିନ ଜୀବନରେ ଆମେ ମାନେ ସମସ୍ତେ ଅନେକଙ୍କଠାରୁ କିଛି ନା କିଛି ଶିଖିଥାଆନ୍ତି। ଆଉ ବର୍ତ୍ତମାନ ସମୟରେ ବୃକ୍ଷ ହିଁ ଜୀବନ। କାରଣ ବଂଚିବାକୁ ହେଲେ ଗଛ ବଂଚିବା ନିହାତି ଦରକାର। ଆପଣ ଏଠାରେ ନିଶ୍ଚୟ କହିବେ ଏହି କଥା କିଏ ଜାଣିନାହିଁ ଯେ, ଆପଣ ଏ କଥା କହୁଛନ୍ତି।

Sanskriti-
ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି

କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍  ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ ବୋଲି ଆମେ ସମସ୍ତେ ଜାଣନ୍ତି। ଏହି ଭାଷାଟି ବେଶ ଉଚ୍ଚକୋଟୀର ମଧ୍ୟ। ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ। ଆଉ […]

Piramid-KO
ଗିଜା ପିରାମିଡ୍‌କୁ ନେଇ କାହିଁକି ଲାଗିରହିଛି ଚର୍ଚ୍ଚା?

ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍।

Car-pkg
ଏଣିକି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ପାଣିରେ ହିଁ ଚାଲିବ ଆପଣଙ୍କ କାର....ଜାଣନ୍ତୁ କେବେ ଏହି କାର ବଜାରକୁ ଆସିବ?

ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ ଲାଗିଛି

Saraswati-Devi-1212
ସରସ୍ୱତୀଙ୍କୁ କେମିତି ପୂଜା କଲେ ମିଳେ ଆଶୀର୍ବାଦ?

ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଆଉ ଆଜିର ଦିନକୁ ଅତ୍ୟନ୍ତ ଶୁଭଦିନ ବୋଲି ଲୋକେ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏହି ଦିନ ବିବାହ, ଗୃହ ନିର୍ମାଣ ତଥା […]

Rastrapati bhawan
ଆସନ୍ତାକାଲିଠୁ ଆପଣ ବି ଯାଇପାରିବେ ରାଷ୍ଟ୍ରପତି ଭବନ, ଜାଣନ୍ତୁ କେମିତି ପ୍ରବେଶ ଲାଗି ମିଳିବ ଅନୁମତି

କରୋନା ସଙ୍କଟ ସମୟରେ ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ। ଆଉ ଏଠାରେ ମାର୍ଚ୍ଚ ୨୧ ଯାଏ ଚାଲିବ ଉଦ୍ୟାନ ଉତ୍ସବ ବୋଲି ସୂଚନା ରହିଛି

twitter
ସୋସିଆଲ ମିଡିଆକୁ କେନ୍ଦ୍ରର କଡା ଚେତାବନୀ

ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ମିଥ୍ୟା ଖବର ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାନଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Dubai
ଓ୍ୱାର୍ଲଡ୍ ରେକର୍ଡ କରୁଛି ଫାଉଣ୍ଟେନ୍? ଜାଣନ୍ତୁ କେଉଁଠି ଅଛି ଏହି ଫାଉଣ୍ଟେନ୍...

ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି।  ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ  ନିର୍ମାଣ କରାଯାଇଥାଏ।  କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ

hospital Girl Child
ଏହି ମେଡିକାଲରେ ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ

ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି

office-Holiday
ଏଣିକି ସପ୍ତାହକୁ ଆପଣ କରିବେ ୪ ଦିନ କାମ, ଆଉ ବାକି ୩ ଦିନ ଛୁଟି

ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

RBI
ଚିରା ଆଉ ଫଟା ନୋଟ୍‌ ବଦଳରେ ଏଣିକି ମିଳିବ ଟଙ୍କା?

ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା  ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍‌ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?