• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahgabav
ଫେବ୍ରୁଆରୀ ଭିତରେ ଭାରତ ଆଣିପାରେ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏଦିଗରେ ଅହରହ କାମ କରୁଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଭାରତ ଆଣିପାରେ କରୋନା ଭ୍ୟାକ୍ସିନ। ଏବେ ପ୍ରିକ୍ଲିନିକାଲ ଷ୍ଟେଜରେ ଅଛି। ଆସନ୍ତା ଅକ୍ଟୋବ ସୁଦ୍ଧା ପ୍ରିକ୍ଲିକାଲ […]

moddd
ଚୀନ୍-ଭାରତ ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଚୀନ୍ ସହ ପୁଣି ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାଓ୍ୱତଙ୍କ ଜରୁରୀ ବୈଠକରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପର ସଚିବଙ୍କ ଏକ ପୃଥକ ଆଲୋଚନାରେ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି […]

churu
ଚୁରୁରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ: ରାଜସ୍ଥାନ ଚୁରୁରେ ରେକର୍ଡ ଭାଙ୍ଗିଲା ତାପାମାତ୍ରା। ଚୁରୁରେ ଆଜି ଦେଶର ସର୍ବାଧିକ ତାପାମାତ୍ରା ୫୦ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ଦ୍ୱିତୀୟରେ ରହିଛି ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳ। ଏଠାରେ ଆଜି ଦିନରେ ପାରଦ ରହିଥିଲା ୪୭.୬ ଡିଗ୍ରୀ ସେଲସିୟସ। ଏପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରକୋପ ଅନୁଭୂତ ହୋଇଛି। ରାଜ୍ୟର ୧୪ଟି ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା। ପାରଦ ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। […]

Untitled-1
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅକ୍ସିଜେନ କଣ୍ଟ୍ରୋଲ ରୁମ୍ : ଯୋଗାଣରେ ୨୪ ଘଣ୍ଟା ନଜର

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି ନଜରକୁ ଆସୁଛି। ଏନେଇ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣ ଉପରେ ଯାଞ୍ଚ ଓ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଗୃହ ବିଭାଗରେ ଅମ୍ଳଜାନ ନିୟନ୍ତ୍ରଣ […]

Untitled-1
ପ୍ରିୟଙ୍କାଙ୍କ ଯୋଗୁଁ ତାଙ୍କ ଭଉଣୀଙ୍କୁ କାମ ମିଳି ନ ଥିଲା!

ମୁମ୍ବାଇ: ଆଜିକାଲି ତାମିଲ, ତେଲୁଗୁ ଏବଂ ହିନ୍ଦୀ ସିନେମା ଅଭିନେତ୍ରୀ ତଥା ବିଶ୍ୱ ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରାଙ୍କୁ ନେଇ ଅନେକ ଆଲୋଚନା ହେଉଛି। ଏହି ଅଭିନେତ୍ରୀଙ୍କ ‘ଟାଟୁ ମର୍ଡର୍ସ’ ନିକଟରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ଖୁବ୍ ଭଲଭାବେ ଗ୍ରହଣ କରାଯାଇଛି। ଏହି ୱେବ୍ ଶୋ’ରେ ମୀରା ଚୋପ୍ରା ଜଣେ ପୋଲିସ୍ ମହିଳା ଭାବରେ ନଜର ଆସିଛନ୍ତି। ଯେଉଁଥିରେ ସେ ତାଙ୍କର ଚମତ୍କାର […]

1
‘ଡ୍ୟାନ୍ସ ଦିୱାନେ-୩’ ର ଆଗାମୀ ଏପିସୋଡ୍‌ରେ ଅନୁପସ୍ଥିତ ରହିବେ ମାଧୁରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ତାତି ଆଜି ବି ଜୀବିତ ଅଛି। ମାଧୁରୀ ଆଜିକାଲି ‘ଡ୍ୟାନ୍ସ ଦିୱାନେ-୩’ ଡ୍ୟାନ୍ସ ଶୋ’ର ଜଜ୍ ଭାବେ କାମ କରୁଛନ୍ତି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ଗୋଟିଏ ଲାଇକ୍ ପାଇବାକୁ ଆଗ୍ରହୀ ରିଆଲିଟି ଶୋ’କୁ ଅତି ଉତ୍ସାହର ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ନିଜର କଥାବାର୍ତ୍ତା ସହିତ, ମାଧୁରୀ ନାଚକରି ଏହି ଶୋ’ ପାଇଁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି। ଏନେ‍ଇ ସମସ୍ତେ ତାଙ୍କ ଦିୱାନା […]

2
କିପରି କରିବେ ପୋଟଳ ମିଠା

ଅନେକଙ୍କର ଯେତେବେଳେ ମିଠା ଖାଇବାକୁ ଇଛା ହୁଏ, ବାହାରେ ମିଠା ଖୋଜାଯାଏ। କିନ୍ତୁ ଯଦି ଆପଣ ଘରେ ଗୁଡ଼ିଆ ଘର ଭଳି ସୁସ୍ଵାଦୁ ମିଠା ଖାଇବାକୁ ପାଇବେ ତେବେ କ’ଣ କହିବେ! ଏହା ସତ ଯେ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ଘରେ ବହୁତ ସ୍ୱାଦିଷ୍ଟ ମିଠା ମଧ୍ୟ ପ୍ରସ୍ତୁତ କରିପାରିବେ। ତାହା ପୁଣି ପୋଟଳରେ ତିଆରି ମିଠା। ଆପଣ ତ ନିଶ୍ଚୟ ଅନେକ ଥର ପୋଟଳ ତରକାରୀ ହେୁ କି ଭଜା ହେଉ  ଖାଇଥିବେ, […]

Untitled-1
ଅକ୍ସିଜେନ ସିଲିଣ୍ଡର-ଔଷଧର ହେଉଛି କଳାବଜାରୀ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଚିକିତ୍ସା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୁଣିଥରେ ଦିଲ୍ଲୀ ସରକାରଙ୍କୁ ହଇରାଣ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାରଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଫଳ ହୋଇଛି ଏବଂ ଅମ୍ଳଜାନ ସିଲିଣ୍ଡର ଏବଂ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରମୁଖ ଔଷଧର କଳା ମାର୍କେଟିଂ କରାଯାଉଛି। ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ବେଞ୍ଚ କହିଛନ୍ତି ଯେ ଏହା ଶାଗୁଣା ହେବାର ସମୟ ନୁହେଁ। ଯେଉଁମାନେ ଅମ୍ଳଜାନ ରିଫିଲ୍ […]

Untitled-1
୧୦ କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର ଧରି ଭାରତ ପହଞ୍ଚିଲା ଦୁଇ ବିମାନ

ନୂଆଦିଲ୍ଲୀ: ଭାରତ ଏବେ କରୋନା ଜୀବାଣୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସହ ଲଢୁଛି ଏବଂ କୋଭିଡ-୧୯ ମାମଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ  ଅମ୍ଳଜାନ ଓ ଶଯ୍ୟା ଅଭାବର ଶିକାର ହେଉଛନ୍ତି। କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ବହୁ ଆବଶ୍ୟକୀୟ ଅମ୍ଳଜାନ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ବାୟୁସେନା ଦେଶର ବିଭିନ୍ନ ଫିଲିଂ ଷ୍ଟେସନରେ ଖାଲି ଅମ୍ଳଜାନ ଟ୍ୟାଙ୍କର୍ ଓ କଣ୍ଟେନର୍ ଯୋଗାଉଛି। ଏହାସହ ବାୟୁସେନା ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ କୋଭିଡ-୧୯ ଡାକ୍ତରଖାନା ପାଇଁ […]

Untitled-1
ଏଭଳି ସଂକଟ କାଳରେ ଅଦାଲତ ନିରବଦ୍ରଷ୍ଟା ସାଜିବ ନାହିଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ କରୋନା ମହାମାରୀ ପରିଚାଳନା ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଶୁଣାଣି କରିଥିଲେ। ଏହି ଅବସରରେ ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅମ୍ଳଜାନ ସମେତ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ। ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୩୦ ଏପ୍ରିଲ ଶୁକ୍ରବାର ଦ୍ୱିପ୍ରହରରେ ଏହାର ଶୁଣାଣି ହେବ। ଶୁକ୍ରବାର ସୁଦ୍ଧା ସମସ୍ତ ପ୍ରସଙ୍ଗର ଜବାବ କେନ୍ଦ୍ର ସରକାର ଦେଇପାରିବ ବୋଲି କହିଛି। କରୋନା ସଙ୍କଟର ମୁକାବିଲା ପାଇଁ […]

Untitled-1
ସଶସ୍ତ୍ର ବାହିନୀ ସିଭିଲ୍ ପ୍ରଶାସନ ସହ ମିଶି କୋଭିଡ ସହ ମୁକାବିଲା କରିବ : ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ଉଗ୍ର ହେବାରେ ଲାଗିଛି। ଭାଇରସକୁ ଦେଇ ଦେଶସାରା ହାହାକାର ଖେଳିଯାଇଛି। ବହୁ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଶହଦାଯ ପାଇଁ ମଧ୍ୟ ମଶାଣିରେ ଜାଗା ଅଭାବ ହେଉଛି। ଏଭଳି ପରିସ୍ଥିତିରେ ଦେଶର ସଶସ୍ତ୍ର ବାହିନୀର ଡାକ୍ତରୀ କର୍ମଚାରୀମାନେ ମଧ୍ୟ କରୋନା ଜୀବାଣୁ ସଂକ୍ରମଣର ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି। ସୁରକ୍ଷା ବାହିନୀ ଜେନେରାଲ୍ ବିପିନ ରାୱତ (ସିଡିଏସ୍) କହିଛନ୍ତି, […]

2
ସୈଫ୍ ଅଲି ଖାନ୍ ହେବେ ବୈଜ୍ଞାନିକ

ମୁମ୍ବାଇ: ବଲିଉଡର ‘ନବାବ’ ଭାବେ ପରିଚିତ ସୈଫ୍ ଅଲି ଖାନ ତାଙ୍କ ଅଭିନୟରେ ଦର୍ଶକଙ୍କୁ କ୍ରମାଗତଭାବରେ ପ୍ରଭାବିତ କରିଆସିଛନ୍ତି। ଦର୍ଶକେ ତାଙ୍କୁ କମେଡି, ଆକ୍ସନ, ଆଣ୍ଟି ହୀରୋ ଆଦି ବିଭିନ୍ନ ଭୂମିକାରେ ଦେଖିଛନ୍ତି। ଆଜିକାଲି, ସୈଫ୍ ତାଙ୍କ ଧାରାଠାରୁ ଦୂରେଇ ଚଳଚ୍ଚିତ୍ରରେ ସାଇନ୍ କରୁଥିବା ଜଣାଯାଉଛି। ସୂଚନା ମୁତାବକ ସୈଫ୍ ଅଲି ଖାନ ଖୁବ୍ ଶୀଘ୍ର ଜଣେ ବୈଜ୍ଞାନିକ ହେବାକୁ ଯାଉଛନ୍ତି। ଏହା ଶୁଣି ଆପଣ ନିଶ୍ଚିତ ଆଚମ୍ବିତ ହୋଇଯିବେଣି। କିନ୍ତୁ କଥାଟା ସତ ଯେ ସେ […]

Untitled-1
ଖାଦ୍ୟକୁ ଅପମାନ କରି ନିନ୍ଦାର ଶିକାର ହେଲେ କାଜଲ

ମୁମ୍ବାଇ: କରୋନା ଭୂତାଣୁ ବୃଦ୍ଧି ପାଉଥିବା ବେଳେ କେତେକ ସେଲିବ୍ରେଟ୍ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରିବାରେ ନିୟୋଜିତ ଥିବାବେଳେ କିଛି ସେଲିବ୍ରେଟ୍ ଅଛନ୍ତି ଯେଉଁମାନେ ଖାଦ୍ୟ ନଷ୍ଟ କରୁଛନ୍ତି। ଆମେ ଏହା କହୁ ନାହୁଁ, କିନ୍ତୁ ତାଙ୍କ ପ୍ରଶଂସକମାନେ ଏହା କହୁଛନ୍ତି। ବାସ୍ତବରେ, ଏଠାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲଙ୍କ କଥା କୁହାଯାଉଛି। ନିକଟରେ ସୋସିଆଲ ମିଡିଆରେ କାଜୋଲଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଏହି ଭିଡିଓକୁ କିଛି ଲୋକ ବିଶେଷ ପସନ୍ଦ […]

3
ଆପଣଙ୍କ କେଶ ଦୋମୁହାଁ ହେଉଛି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ଯଦି ତୁମର କେଶ ଲମ୍ବା କିନ୍ତୁ ଅଗ୍ର ଭାଗରୁ ଦୋମୁହାଁ ହୋଇଯାଉଛି, ତେବେ ଏକମାତ୍ର ସମାଧାନ ହେଉଛି କେଶକୁ ଟ୍ରିମ୍ କରିବା। କାରଣ ଯଦି ଏହି ସମସ୍ୟା ଆପଣଙ୍କ କେଶରେ ଦୀର୍ଘ ସମୟ ଧରି ରହିଯାଏ, ତେବେ ଏହା ଆପଣଙ୍କ କେଶର ବୃଦ୍ଧିକୁ ହ୍ରାସ କରିଥାଏ ଏବଂ କେଶ ବଢିବା ବନ୍ଦ କରିଦିଏ। ଏହି ଦୋମୁହାଁ କେଶର ସମସ୍ୟାକୁ ଡାକ୍ତରୀ ଭାଷାରେ ଟ୍ରାଇକୋପ୍ଟିଲୋସିସ୍ କୁହାଯାଏ। ବେଳେବେଳେ ତାପଜ, ଯାନ୍ତ୍ରିକ ଏବଂ ରାସାୟନିକ ଚାପ ହେତୁ କେଶ ଦୋମୁହାଁ […]

Untitled-1
ମହାମାରୀ କାରଣରୁ ଆପଣଙ୍କ ପିଲାଙ୍କ ଠାରେ ମାନସିକ ଚାପ ବଢୁଛି କି? ତେବେ ଧ୍ୟାନ ଦିଅନ୍ତୁ

କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସେଣ୍ଟ୍ ସାଇକିଆଟ୍ରି (JAACAP) ସାଇନ୍ସ ଡେଲିରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି କୋଭିଡ କାରଣରୁ ୪ ବର୍ଷରୁ ୨୧ ବର୍ଷ ବୟସର ପିଲାମାନଙ୍କୁ ନେଇ […]

CORONA-HEAVY
ଦିନକରେ ଚିହ୍ନଟ ହେଲେ ୬୯୭୭ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ […]

Untitled-1
ମମତାଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍‌ କଲେ ଜେପି ନଡା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟବାସୀ ମମତାଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ନଡା ବିପରୀତ ପରିସ୍ଥିତିରେ କାମ କରିଥିବାରୁ ବିଜେପି କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କୋଲକାତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେପି ନଡା କହିଛନ୍ତି, ‘ଏହି ନିର୍ବାଚନ ଅଦ୍ଭୁଦପୂର୍ବ ଓ ଅନନ୍ୟ, ଯେଉଁଠାରେ […]

bricks
ଆମେରିକା ପରେ ବ୍ରାଜିଲରେ ଭୟଙ୍କର ରୂପ ନେଲାଣି କରୋନା

ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ?  ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ। ମାର୍ଚ୍ଚ ୨୪  ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ […]

Untitled-1
୪୪ ଟନ ଅମ୍ଳଜାନ ଧରି ମହାରାଷ୍ଟ୍ରରେ ପହଞ୍ଚିଲା ଅକ୍ସିଜେନ୍ ଏକ୍ସପ୍ରେସ୍

ମୁମ୍ବାଇ: କରୋନା ମାମଲା ମଧ୍ୟରେ ଭାରତ ବର୍ତ୍ତମାନ ପୃଥିବୀର କେନ୍ଦ୍ର ପାଲଟିଛି। ବିଶ୍ଵରେ କରୋନା ଭାଇରସ ସବୁଠାରୁ ଅଧିକ ମାମଲା ଭାରତରେ ରିପୋର୍ଟ କରାଯାଉଛି। ଏଥି ସହିତ ଡାକ୍ତରଖାନାରେ ଅମ୍ଳଜାନ ଓ ଶଯ୍ୟା ଅଭାବକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ କାରଣରୁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ପ୍ରତିଦିନ ବହୁ ସଂଖ୍ୟକ ନୂଆ କରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ଅନେକ ଲୋକ ମଧ୍ୟ ମରୁଛନ୍ତି। ଏସବୁ ମଧ୍ୟରେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ […]

Untitled-1
ସଲମାନ ଆଙ୍କିଥିଲେ କ୍ୟାଟ୍ରିନାଙ୍କ ଚିତ୍ର!

ମୁମ୍ବାଇ: ବଲିଉଡର ‘ଭାଇଜାନ’ ବା ସଲମାନ ଖାନଙ୍କ ଅଭିନୟ ଦୁନିଆକୁ ବାଦଦେଲେ ସେ ଚିତ୍ର ଆଙ୍କିବାକୁ ବି ବହୁତ ପସନ୍ଦ କରନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ସଲମାନ ଖାନ ଥରେ କ୍ୟାଟ୍ରିନା କୈଫଙ୍କ ଚିତ୍ର କରିଥିଲେ। ସେ ଏହି କଥା ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଶୁଣେଇଥିଲେ। ଏ କଥା ଶୁଣିବା ପରେ ବିଦ୍ୟା ତାଙ୍କ ହସକୁ ବନ୍ଦ କରି ପାରି ନ ଥିଲେ ଏବଂ କହିଥିଲେ ଯେ ତାହା […]

1
ଅନ୍ତହେଲା ଅପେକ୍ଷା : ଘୋଷଣା ହେଲା ୨୦୨୧ ଓସ୍କାର ପୁରସ୍କାର ବିଜେତା

ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିବା ୩୯ ବର୍ଷୀୟା କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।  ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳାଭାବେ ଶ୍ରେଷ୍ଠ […]