• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

otv-khbar-dalimba
ମଣିଷ ପାଇଁ 'ଅମୃତ' ଡ଼ାଳିମ୍ବ, ଶରୀରର ପାଇଁ ହୋଇଥାଏ ୫ଟି ଅଦ୍ଭୁତ ଲାଭ

ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍‌କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ ଯାହାକି ମନୁଷ୍ୟ ଶରୀରରେ ଥିବା ଅନେକ ରୋଗରୁ ବନାଇବାରେ ସହାୟକ ହୋଇଥାଏ। ଶରୀର ପାଇଁ ଏହା ଅମୃତ ସଦୃଶ। ଡାଳିମ୍ବ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ  ମଧ୍ୟ […]

OTV-khbar-pant
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ

ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରିଛନ୍ତି ଋଷଭ ପନ୍ତ। ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଋଷଭ ପନ୍ତ। […]

Virat-KO
କାହିଁକି ବାୟୋ ବଦଳାଇଦେଲେ କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରସଂଶକ ଏବଂ ଶୁଭେଚ୍ଛୁଙ୍କୁ  ଧନ୍ୟବାଦ୍ ଜଣାଇବା ସହ ନିଜେ ଭାବବିହ୍ୱଳ ହୋଇପଡ଼ିଥିଲେ। ବର୍ତ୍ତମାନ୍ କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟ୍‌ରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ […]

vaccanation
ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

no-permisiion
ରାସ୍ତାରେ ଗଡ଼ିବନି ୧୫ବର୍ଷରୁ ଅଧିକ ପୁରୁଣା ଯାନ !

ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ […]

naravane
ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଲେ ନରଓ୍ୱାଣେ

ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍ ସମୂହ ସ୍ୱୟଂଚାଳିତ ଭାବେ ସୀମାର ୫୦ କିଲୋମିଟର ଭିତରକୁ ଯାଇ ଶତ୍ରୁ ଶିବିରରେ ଆତଙ୍କ ଖେଳାଇପାରିବେ ଓ ଭୟଙ୍କର ତାଣ୍ଡବ ରଚିପାରିବେ। ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡ୍‌ରେ ସେନା […]

ଂମପୱିଉସ

bird-flu
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ

କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି ଯାକ ସାମ୍ପଲ ପଜିଟିଭ୍ ବାହାରିଛି। ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ଉଦ୍ୟାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ […]

Vaccine-Khabar
୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଏପଟେ […]

Tika-KO
ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଆଜି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଛି। ତେଣେ କୋଭିଡ୍ ଟିକାକୁ ନେଇ ଲୋକଙ୍କ ମନରେ ବାରମ୍ବାର ଆସୁଥିବା ପ୍ରଶ୍ନକୁ ନେଇ FAQ […]

rama
ଗିରଫ ଭୟରେ ନାମ ଓ ଧର୍ମ ବଦଳାଇ ଦେଇଥିଲେ, ୧୧ ବର୍ଷ ଧରି ଖୋଜୁଥିଲା ପୋଲିସ୍

ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍‌କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ ଡିସେମ୍ବରରେ କୁର୍ଲା ଠାରେ ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ନିର୍ମାଣ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ନେହରୁ ନଗର ପୋଲିସ୍। କିନ୍ତୁ […]

rohit
ନିୟମ ଭାଙ୍ଗି ଅଡୁଆରେ ୫ ଭାରତୀୟ କ୍ରିକେଟର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍‌ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍‌ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ। ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୁରକ୍ଷା ପ୍ରଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର […]

Vaccine-Khabar
ଦେଶବାସୀଙ୍କ ପାଇଁ ଖୁସି ଖବର ! ମହାମାରୀ ବିରୋଧରେ ଐତିହାସିକ ସଫଳତା

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ପୁନେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ମିଳିଲା ଅନୁମତି। ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି। ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବାର ଯୋଜନା କରାଯାଇଛି। ପ୍ରତ୍ୟେକଙ୍କୁ ୨ଟି ଡୋଜ୍ ଦିଆଯିବାର ଯୋଜନା କରାଯାଇଛି। ୟୁକେ, ଆର୍ଜେଣ୍ଟିନା […]

riya
ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍‌କୁ ପୁଣି ଫେରିବେ ରିୟା। ବଲିଉଡ୍‌ ଦୁନିଆର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ। ଏକଥା କହିଛନ୍ତି ଲୋକପ୍ରିୟ ଲେଖକ-ନିର୍ଦ୍ଦେଶକ ରୁମି ଜାଫ୍‌ରେ। ସେ ଗଣମାଧ୍ୟକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ‘ଆସନ୍ତା ବର୍ଷ ଖୁବ୍ ଶୀଘ୍ର ତାଙ୍କ ପ୍ରୋଜେକ୍ଟ ଆରମ୍ଭ କରିବେ। ଏ ନେଇ ମୁଁ ତାଙ୍କୁ ଭେଟିଥିଲି। ସେ ଆଗରୁ ପ୍ରତ୍ୟାହାର କରିନେଇଥିଲେ ଓ ଛାଡ଼ିଦେଇଥିଲେ। ସେ ମୋ ସହିତ ଅଧିକ ଆଲୋଚନା କରିନଥିଲେ। ସେ ଯେଉଁ ବାଟ […]

khabar-cricket
ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେବା ସହ ଦେଶବାସୀଙ୍କୁ ଆଡଭାନ୍ସ ନୂଆବର୍ଷ ଭେଟି ଦେଇଛି ଭାରତୀୟ ଦଳ। ବୋଲରଙ୍କ ଘାତକ ବୋଲିଂ ଆଗରେ ଟେକି ପାରିନଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ବୁମରା ଓ ସିରାଜଙ୍କ ମାପଚୁପ ବୋଲିଂ ସାଙ୍ଗକୁ ଆର ଅଶ୍ୱିନୀଙ୍କ ଯାଦୁକାରୀ ସ୍ପିନ୍ କଙ୍ଗାରୁ ବ୍ୟାଟ୍ସମ୍ୟାନ ମାନଙ୍କୁ ଅସୁବିଧାରେ ପକାଇଥିଲା। ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିବା ସହ ବକ୍ସିଂ […]

leaker
ମଦ ନ ପିଇବା ଓ ଘରେ ରହିବାକୁ କହିଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍‌ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା […]

new-strain
ବ୍ରିଟେନ୍ ନୁହେଁ, ଆଫ୍ରିକାରୁ ଆସିଛି କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆସିଲା ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ  କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ […]

virat
ସ୍ୱଦେଶ ଫେରିଲେ କ୍ୟାପଟେନ୍ କୋହଲି

ଆଡିଲେଡ୍: ଜୁନିଅର୍ ଖେଳାଳୀଙ୍କୁ ବିଜୟମନ୍ତ୍ର ଦେଇ ପିତୃତ୍ୱ ଛୁଟିରେ ଆସିଲେ କ୍ୟାପଟେନ୍ କୋହଲି। ଆଜି ସକାଳୁ ସେ ଅଷ୍ଟ୍ରେଲିଆ ଛାଡ଼ି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏବେ ଆଡିଲେଟ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ସୂଚନାଯାଗ୍ୟ ଯେ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମାଆ ଏବଂ […]

new-strain
ପଜିଟିଭ ବାହାରିଲେ ହସ୍ପିଟାଲ, ନେଗେଟିଭ ବାହାରିଲେ ଆଇସୋଲେସନ

ନୂଆଦିଲ୍ଲୀ: ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ […]

venkya-naidu
ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ। ଭାରତରେ ତିଆରି ହେଉଥିବା କୋଭିଡ୍ ଭାକସିନ୍ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବାରୁ ଏକ ଟ୍ୱିଟ୍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ ଦେଶରେ ବ୍ୟାପକ ଟିକାରରଣ ଆବଶ୍ୟକତା ଥିବା ଦର୍ଶାଇ ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ […]

jharkhand
ପ୍ରଥମେ ଭୋଲାରାମଙ୍କ ମୁହଁ ସିଲେଇ କଲେ ସ୍ତ୍ରୀ ଓ ପୁଅ, ଆଉ ତା’ପରେ ରେଳଧାରଣାରେ ବାନ୍ଧିଦେଲେ

ଆଉ ପୁଅ ଭୋଳାରାମ ନାମକ ବ୍ୟକ୍ତିଙ୍କୁ ହାତପାଦ ବାନ୍ଧିବା ସହ ମୁହଁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଆସିଥିଲେ ।

soni
ବିଦ୍ରୋହକୁ ପ୍ରଶମିତ କରିବା ଲାଗି ନେତାଙ୍କ ସହ କଥା ହେବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ। ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ସୋନିଆ ଶନିବାର ଦିନ ସାକ୍ଷାତ କରିବେ। ଉଭୟ ପକ୍ଷରୁ ଉଦ୍ୟମ ପରେ କାଲି ସେମାନଙ୍କୁ ଭେଟିବା ଲାଗି ସୋନିଆ ସ୍ଥିର କରିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ତଥା ବିରୋଧୀ ଦଳ ନେତା ଗୁଲାମନବୀ […]