• translate

Latest

Jitiba Odisha in Taranaga Channel
କରୋନା ବେଳର ଦରଦ କାହାଣୀ କହୁଛି ‘ଜିତିବ ଓଡିଶା’

କରୋନା ସମୟର ଦୁଃଖଦ ଘଟଣାକୁ ନେଇ ତରଙ୍ଗ ଚ୍ୟାନେଲରେ ପ୍ରସାରଣ ହେଉଛି ‘ଜିତିବ ଓଡିଶା’। ଏହି କାର୍ଯ୍ୟକ୍ରମକୁ ଆପଣ ସମ୍ମୁଖରେ ପରଷି ଦେଉଛନ୍ତି ଓଡିଆ ହୀରୋ ସବ୍ୟସାଚୀ ମିଶ୍ର।

Taliban Women
ବଢ଼ୁଛି ତାଲିବାନର କ୍ରୁରତା, ଖୋଲୁଛି ଅସଲ ମୁଖା..

ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।

America Christmas Pared
ଆମେରିକାରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି, ପରେଡ୍‌ ବେଳେ ଅଚାନକ ମାଡ଼ିଗଲା କାର୍‌ ! ଦେଖନ୍ତୁ ଭିଡିଓ..

ଆମେରିକାରେ କ୍ରିଷ୍ଟମାସ ପରେଡ୍ ଚାଲିଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନାଲି ରଂଗର ଏକ ଏସୟୁଭି ମାଡ଼ିଯାଇ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

PINK BEACH, INDONESIA
ବେଳାଭୂମିର ରଙ୍ଗ ଗୋଲାପୀ, ଏଠି ଦେଖିବାକୁ ମିଳେ ରେଡ୍‌ କୋରାଲ୍‌

ଆମ ବିଚିତ୍ର ବ୍ରହ୍ମାଣ୍ଡରେ ଆମେ ଭଳିକି ଭଳି ନିଆରା ସ୍ଥାନ ଦେଖିଛୁ । କେବେ ଭାବିଛନ୍ତି ଯେ, ସମୁଦ୍ର ବେଳାଭୂମି ଗୋଲାପୀ ରଙ୍ଗର ବି ହୋଇପାରିବ । ହଁ ଆଜ୍ଞା ଆମ ବିଚିତ୍ର ବ୍ରହ୍ମାଣ୍ଡରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଆଉ ଆମରି ବିଶ୍ୱ ବ୍ରହ୍ମାଣ୍ଡରେ ହିଁ ଗୋଲାପୀ ବେଳାଭୂମି ବି ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ବେଳାଭୂମି କେଉଁଠାରେ ରହିଛି ଆଉ ଏହାର ରଙ୍ଗ ଗୋଲାପୀ ହେବାର କାରଣ କଣ ହୋଇପାରେ ।

Indian actors that were valued by OTT shows
ଏହି କଳାକାରଙ୍କୁ ବଲିଉଡ୍ ନୁହେଁ ଓଟିଟି ଦେଇଛି ପରିଚୟ

ବଲିଉଡ୍‌ରେ ପରିବାରବାଦ ଯୋଗୁଁ ଅନେକ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଏମିତି ମଧ୍ୟ ଆଗଧାଡିର କଳାକାର ଅଛନ୍ତି ଯେଉଁମାନେ ବଲିଉଡ୍ ପାଇଁ ନୁହେଁ ଓଟିଟି ପାଇଁ ହିଁ ନିଜର ପରିଚୟ ପାଇଛନ୍ତି।

Abhinandan varthaman vir chakra
ସାହସିକତା ପୁରସ୍କାର, କ୍ୟାପ୍ଟେନ ଅଭିନନ୍ଦନଙ୍କୁ 'ବୀର ଚକ୍ର'

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଛି 'ବୀର ଚକ୍ର' ସମ୍ମାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ । ଶତ୍ରୁମାନଙ୍କ ପାଖରେ ବନ୍ଦୀ ଅବସ୍ଥାରେ ଥିବା ବେଳେ ବି ଅସୀମ ଧୈର୍ଯ୍ୟ ଧରିଥିଲେ ଭାରତର ଏହି ବୀରପୁତ୍ର ।

Grenade blast
ପଞ୍ଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରିକି ସବୁ ଚେକ୍‌ପୋଷ୍ଟରେ ପୁଲିସ୍‌ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି

Ravinder Kaushik
ଜଣେ ଗୁପ୍ତଚରଙ୍କର ଅବିସ୍ମରଣୀୟ କାହାଣୀ : ଦେଶ ପାଇଁ ପାକିସ୍ତାନୀ ସେନାରେ ଯୋଗ ଦେଇଥିଲେ ବ୍ଲାକ୍ ଟାଇଗର ରବିନ୍ଦ୍ର କୌଶିକ

ରବିନ୍ଦ୍ରଙ୍କ ଠାରୁ ସୂଚନା ପାଇଁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିଲା ଭାରତ । ପାକ୍ ସେନା ଅନେକ ଥର ଯୁଦ୍ଧ ଲାଗି ଉଦ୍ୟମ କରୁଥିଲେ ସୁଦ୍ଧା ରବିନ୍ଦ୍ରଙ୍କ ପାଇଁ ଉଦ୍ୟମ ବିଫଳ କରି ଦେଉଥିଲା ଭାରତ । ତେବେ ୧୯୮୩ ମସିହା ରବିନ୍ଦ୍ର ପାଇଁ କଳା ବର୍ଷ ସାଜିଥିଲା ।

Daily Horoscope
Daily Horoscope, 22 NOV 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୨ ତାରିଖ, ସୋମବାର, ବିଛା୭ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

amir
ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ ? ଚର୍ଚ୍ଚା ଜୋରଦାର୍ . . .

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି

 Vijayan’s last journey
ଦଇବ ଭାଙ୍ଗିଦେଲା ଯୋଡି, ପରପାରିକୁ ବିଜୟନ୍ ଚାଲିଯିବା ପରେ ଏକା ଏକା ମୋହନା

ଭାରତର ଅଧିକାଂଶ ସ୍ଥାନ ଭ୍ରମଣ କରିଛନ୍ତି କେ.ଆର ବିଜୟନ ଓ ପତ୍ନୀ ମୋହନା। ଚା’ ବିକି ଦେଶ ଭ୍ରମଣ କରୁଥିବା ଖବର ପ୍ରଘଟ ହେବା ପରେ ଏହି ଦମ୍ପତି ରାତାରାତି ସେଲିବ୍ରିଟି ପାଲଟି ଯାଇଥିଲେ।

Special Story
’ମୋ ଗୋପାଳକୁ ଠିକ୍ କରିଦିଅ ଡାକ୍ତର ବାବୁ’ : କାନ୍ଦି କାନ୍ଦି ହସ୍ପିଟାଲରେ ପହଞ୍ଚି ଗୁହାରୀ କଲେ ପୂଜାରୀ

ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ ।

India vs Newzeland
IND vs NZ: ୩-୦ରେ କ୍ଲିନ୍‌ ସ୍ୱିପ୍‌, ରୋହିତଙ୍କ ଏକ୍ସପେରିମେଣ୍ଟ ସଫଳ

୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ତୃତୀୟ ଓଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ।

April Big Fight
ଗୋଟିଏ ଦିନରେ ରିଲିଜ୍ ହେବ ୟଶ୍, ଆମୀର ଓ ପ୍ରଭାସଙ୍କ ଫିଲ୍ମ

କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍‌ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍‌। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।

TMC Leader Saayoni Ghosh
TMC ନେତା ସୟୋନୀ ଘୋଷ ଗିରଫ, ଦଳ କହିଲା ବିଜେପି କରିଛି ଆକ୍ରମଣ

ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।

Team India
୯୪ ତମ ଖେଳାଳି ପ୍ରଥମ ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌

ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍‌ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ବିବେଚନା କରାଗଲା ।

vastu and sindoor
ସିନ୍ଦୂରକୁ ନେଇ କଣ କହେ ବାସ୍ତୁ, କ’ଣ ରହିଛି ମହତ୍ତ୍ୱ

ହିନ୍ଦୁ ଧର୍ମରେ ବିବାହିତ ନାରୀର ପ୍ରଥମ ଆଭୂଷଣ ହେଲା ସିନ୍ଦୂର । ଶାସ୍ତ୍ର ଅନୁସାରେ ସିନ୍ଦୁରର ନିଜସ୍ୱ ମହତ୍ୱ ରହିଛି । ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୁର ଧାରଣ କରିଥାନ୍ତି । ତେବେ ଏନେଇ ବାସ୍ତୁ ଶାସ୍ତ୍ରରେ ଅନେକ କଥା ରହିଛି । ଆସନ୍ତୁ ଜାଣିବା

Brunei where people put the wife photo on house walls
ଏମିତି ଦେଶ, ଯେଉଁଠି ରାଜାଙ୍କ ପାଖରେ ସ୍ଥାନ ପାଆନ୍ତି ପତ୍ନୀ

ବିଶ୍ୱରେ ଅନେକ ଦେଶରେ ଅନେକ ପରମ୍ପରା ଦେଖାଯାଏ। ସେଗୁଡିକ ମଧ୍ୟରୁ ବ୍ରୁନେଇ ଏମିତି ଏକ ଦେଶ ଯେଉଁଠି ପତ୍ନୀଙ୍କ ଫଟୋକୁ ଘରର କାନ୍ଥରେ ମରାଯାଏ।

 weekly horoscope
ସାପ୍ତାହିକ ରାଶିଫଳ,୨୨ ରୁ ୨୮ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ରହିବ । ଏହି ସପ୍ତାହ ବୃତ୍ତିଗତ ଜୀବନରେ ଉନ୍ନତି କରିବେ । ଆର୍ଥିକ ସ୍ଥିତି ଦୃଢ ରହିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଏହି ସପ୍ତାହରେ ଅର୍ଥ ସଞ୍ଚୟ କରିବେ ।

Money rain in road
ରାସ୍ତାରେ ହେଲା ଟଙ୍କା ବର୍ଷା; ଲୋକେ ଗାଡି ଅଟକେଇ ଗୋଟେଇଲେ

ଅନେକ ସମୟରେ ମାଛ ବର୍ଷା କଥା ଆପଣମାନେ ଶୁଣିଥିଲେ। କିନ୍ତୁ ଟଙ୍କା ବର୍ଷାହେବା କେହେ ଶୁଣିଛନ୍ତି କି? ଉତ୍ତର ନିଶ୍ଚିତ ନା ହେବ। କିନ୍ତୁ ଏଠି ଦେଖନ୍ତୁ କିପରି ଟଙ୍କାର ବର୍ଷା ହୋଇଛି।

First ever suit made of mustache hair
ମଣିଷ ନିଶରୁ ତିଆରି ବିଶ୍ୱର ପ୍ରଥମ ସୁଟ୍; ଜାଣନ୍ତୁ କାହିଁକି ତିଆରି ହେଲା

ଦୁନିଆରେ ଅନେକ ପୋଷାକ ଅଛି ଯାହା ପଶୁମାନଙ୍କ ଲୋମରୁ ତିଆରି। କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି କି ଏମିତି ପୋଷାକର ନାମ ଯାହା ମଣିଷ ନିଶରୁ ତିଆରି? ତେବେ ଦେଖନ୍ତୁ…

Delhi Sikh Gurdwara management committee lodged FIR against Kangana Ranaut for controversial stateme
କଙ୍ଗନାଙ୍କ ବୟାନରେ ଖପା ଶିଖ୍ ଗୁରୁଦ୍ୱାର ପ୍ରବନ୍ଧକ ସମିତି; ଥାନାରେ ଅଭିଯୋଗ

ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରାଣାୱତ୍ ପୁଣି ଫସିଛନ୍ତି। ଶିଖ୍‌ଙ୍କ ଉପରେ ଅପମାନଜନକ ମତ ଓ ଦେଶକୁ ଜିହାଦ ସହ ତୁଳନା କରି ସେ ବିବାଦରେ ଛନ୍ଦି ହୋଇଛନ୍ତି।

PAMUKKALE, TURKEY
ଉଷ୍ମ ପାଣିର ଝରଣା, ଭଲ ହୋଇଯାଏ ରୋଗ

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା ପ୍ରାକୃତିକ ପୋଲ । ଏହାର ରହସ୍ୟ ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦରେ ପକାଇଛି ସତ, ହେଲେ ଏ ସ୍ଥାନର ସୌନ୍ଦର୍ଯ୍ୟ ବି ସେତିକି ବିମୋହିତ କରେ ।

Actress Mandira Bedi doing exercise in one row thirty three handstand
ଫିଟ୍‌ନେସ୍ ରାଣୀ ମନ୍ଦିରା ବେଦୀଙ୍କ ଜୀବନ କାହାଣୀ

ଫିଟ୍‌ନେସ୍‌କୁ ନେଇ ସବୁବେଳେ ଜାଗ୍ରତ ଥାଆନ୍ତି ମନ୍ଦିରା ବେଦୀ। ଏବେ ତାଙ୍କର ଏକ ଏମିତି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହୋଇଛି ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।

Shiny face
ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ, ଚମକିବ ଚେହେରା

ପାଣିପାଗ ଯାହା ହେଉନା କାହିଁକି, ଚର୍ମ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଆମେ ଦିନରେ ଚର୍ମର ଯତ୍ନ ନେଇଥାଉ । କିନ୍ତୁ ରାତିରେ ସ୍କିନର ଯତ୍ନ ଏତେ ଭଲଭାବେ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏନେଇ ଆଜି ଜାଣିବା କିଛି ବିଉଟି ଟିପ୍ସ ...