• translate

Health Updates

bit
ବିଟ୍‌ ଜୁସ୍‌ ବଦଳାଇ ଦେବ ହେୟାର ଷ୍ଟାଇଲ

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଶରୀରକୁ ଫିଟ୍‌ ରଖିବା ପାଇଁ ସମସ୍ତଙ୍କର ଇଛା। ଏହାମଧ୍ୟରୁ କେଶ ସମସ୍ୟା ହେଉଛି ଅନ୍ୟତମ। ଧଳା କେଶର ସମସ୍ୟା ଏକ ସାଧାରଣ କଥା। ଅନେକ ଲୋକ କେଶକୁ ରଙ୍ଗବିରଙ୍ଗ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗକୁ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା କେଶ ଛିଣ୍ଡିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଯଦି ଆପଣ କେଶକୁ ଗାଢ଼ ନାଲି କିମ୍ୱା ବରଗଣ୍ଡି ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିନା […]

bhata
ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍‌ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ। ଅନ୍ୟପଟେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ ଯେ ରନ୍ଧା ହୋଇଥିବା ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ। ଭାତର ପାଣି ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ। […]

kaj999999
କାଜୁ ଖାଆନ୍ତୁ, ମିଳିବ ଏହିସବୁ ରୋଗରୁ ଉପଶମ

ଭୁବନେଶ୍ୱର: ଡ୍ରାଏ ଫୁଡ୍‌ ବିଷୟରେ ଆଲୋଚନା କଲେ ପ୍ରଥମେ ମନକୁ ଆସିଥାଏ କାଜୁ । ସାଧାରଣତଃ କାଜୁକୁ ଆମେ ମିଠା, ଖୀରି ଏବଂ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟରେ ବ୍ୟବହାର କରିଥାଉ । କାଜୁ ଏମିତି ଏକ ଜିନିଷ, ଯେ କୌଣସି ଖାଦ୍ୟରେ ମିଶାଇଲେ ତା’ର ସ୍ୱାଦ ବଢ଼ି ଯାଇଥାଏ।  ଏତିକି ନୁହେଁ,  ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁତ ଉପକାରୀ କାଜୁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ… -ଗର୍ଭାବସ୍ଥାରେ ସାଧାରଣତଃ ରକ୍ତହୀନତା ଦେଖାଯାଇଥାଏ। ଏହି […]

haladi
ଆରେ ବାଃ... ହଳଦୀ ମିଶା କ୍ଷୀରରେ ଏମିତି ଔଷଧୀୟ ଗୁଣ ଅଛି !

ଭୁବନେଶ୍ୱର: କ୍ଷୀରରେ ହଳଦୀ ମିଶାଇ ପିଇବା ଏକ ପୁରଣା ପ୍ରକ୍ରିୟା। ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ଘରର ବୟସ୍କ ବ୍ୟକ୍ତିମାନେ ଏହାକୁ ପିଇବା ସହିତ ଅନ୍ୟ ସଦସ୍ୟଙ୍କ ମଧ୍ୟ ହଳଦି ମିଶା କ୍ଷୀର ପିଇବାକୁ କୁହନ୍ତି। ହଳଦି ମିଶା କ୍ଷୀର ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏହା କେମିତି ଆସନ୍ତୁ ଜାଣିବା। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ହଳଦୀରେ ଥିବା ଔଷଧୀୟ ଗୁଣର ମିଶ୍ରିଣ ହେଲେ ଏହା ଔଷଧ ଭଳି କାମ […]

teeth7777
ରୋଷେଇ ଘରେ ଥିବା ଏହି ଜିନିଷ ଖୁବ୍‌ ଦରକାରୀ: ବନ୍ଦ କରିଦେବ ମାଢ଼ିରୁ ରକ୍ତସ୍ରାବ

ଭୁବନେଶ୍ୱର: ମାଢ଼ିରୁ ରକ୍ତସ୍ରାବ ହେବା ଏକ ସାଧାରଣ ସମସ୍ୟା। ସାଧାରଣ ଚିକିତ୍ସା କଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ତେବେ ଆସନ୍ତୁ ଜାଣିବା ଏହାର ଘରୋଇ କିଛି ଉପଚାର। ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି, ଯାହା ଏହି ସମସ୍ୟାକୁ ସହଜରେ ଦୂର କରିପାରିବ। ମାଢ଼ିରୁ ରକ୍ତସ୍ରାବର ଲକ୍ଷଣ ଓ କାରଣ: ଭିଟାମିନ୍ ‘ସି’ର ଅଭାବ, ଯକୃତ ସମ୍ବନ୍ଧୀୟ ରୋଗ, କର୍କଟ, ଭିଟାମିନ୍ ‘କେ’ ଅଭାବ, ମହିଳାମାନଙ୍କର ହରମୋନ୍‌ରେ ପରିବର୍ତ୍ତନ ଓ ପାଟିର […]

wait loss
ମୋଟାପଣ ପାଇଁ ଚିନ୍ତିତ କି ? ଏସବୁ ଖାଦ୍ୟ କମାଇ ଦିଅନ୍ତୁ

ଭୁବନେଶ୍ୱର: ବ୍ୟସ୍ତ ବ୍ୟସ୍ତବହୁଳ ଜୀବନରେ ଆମର ବେପରୁଆ ଜୀବନ ଶୈଳୀ ପାଇଁ ଆମକୁ ଅନେକ ସମୟରେ ନାନା ରୋଗ ହେଉଛି। ଖାଦ୍ୟପାନୀୟର ଅସାବଧାନତା ଯୋଗୁ ଶରୀର ସନ୍ତୁଳନ ବିଗୁଡ଼ୁଛି। ତଥାପି ଆମକୁ ଫିଟ୍ ରହିବାକୁ ହେବ। ଏଥିପାଇଁ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେବେ କେତେକ ଫଳ ଓ ପନିପରିବା ଅତ୍ୟଧିକ ପରିମାଣରେ ଖାଇଲେ ମଧ୍ୟ ଶରୀରର ସନ୍ତୁଳନ ବିଗିଡ଼ିଥାଏ। କାରଣ ଏଥିରେ ଗ୍ଲାଇସେମିକ୍ ପରିମାଣ ଅଧିକ ଥାଏ। ଏହା ଶରୀର ଓଜନ ବଢ଼ାଇଥାଏ। ତେଣୁ […]

sleep222
ରାତିରେ ନିଦ ହେଉନି? ଆପଣାନ୍ତୁ ଏପରି ଉପାୟ…

ଠିକ୍ ସମୟରେ ନିଦ ହେଲେ ମଣିଷ ଶରୀର ସୁସ୍ଥ ରହେ। କିନ୍ତୁ ମାନସିକ ଚିନ୍ତା ଥିଲେ ରାତିରେ ଭଲ ନିଦ ହୁଏନାହିଁ। କିଛି ଖାଦ୍ୟ ଅଛି ଯାହାକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ ବାଦାମ: ବାଦାମ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ବାଦାମକୁ ଖାଇବେ ତେବେ ଭଲ ନିଦ ହୋଇଥାଏ। କାରଣ ବାଦାମରେ ହରମୋନ‌୍ ମେଲାଟୋନିନର ଗୁଣ ରହିଥାଏ। […]

baby333
ଶିଶୁର ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି? ଆପଣାନ୍ତୁ ଘରୋଇ ଉପଚାର…

ଜନ୍ମ ସମୟରେ ଶିଶୁଟି ବହୁତ ସୁନ୍ଦର ଦେଖାଯାଏ। ଶିଶୁର ରଙ୍ଗ ଗୋରା ହେଉ ଅବା କଳା ସୁନ୍ଦରତା ଉପରେ କିଛି ବି ଫରକ୍ ପଡ଼େନି। ଆମେ ଚାହିଁଲେ ଶିଶୁଙ୍କ ତ୍ୱଚାକୁ ଆହୁରି ସୁନ୍ଦର କରିପାରିବା। ଘରୋଇ ଉପଚାର ଦ୍ୱାରା ଶିଶୁର ତ୍ୱଚାରେ ଅଧିକ ସୁନ୍ଦରତା ଆଣିପାରିବା। ଆପଣମାନେ ବଜାରରେ ମିଳୁଥିବା କେମିକାଲଯୁକ୍ତ କ୍ରିମ୍ ଓ ଲୋଶନକୁ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଶିଶୁର କୋମଳ ତ୍ୱଚା ନଷ୍ଟ ହୋଇଯିବ। ଯଦି ଆପଣମାନେ ନିଜ ଶିଶୁର […]

kala jeera55
ଏହିସବୁ ରୋଗ ପାଇଁ ଲାଭଦାୟକ କଳାଜିରା

ଭୁବନେଶ୍ୱର: କଳାଜିରାର ଅନେକ ଔଷଧୀୟ ଗୁଣ ରହିଛି ।  ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ,  କଳାଜିରା କେବଳ ଏକ ମସାଲା ନୁହେଁ, ଏହା ଶରୀରରେ ଥିବା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରାରୁ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। -ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ କଳାଜିରା। ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। […]

MILK
ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଶରୀରର ଓଜନ ବଢ଼ିବା ସହ ପେଟ ବଢ଼ିବା ହେଉଛି ବଡ଼ ସମସ୍ୟା। ଏହି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ନିଜକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କର ଇଛା। କିନ୍ତୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ଯଦି ଆପଣଙ୍କ ପେଟରେ ଚର୍ବି ବଢ଼ୁଛି ତେବେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ଅଶ୍ୱଗନ୍ଧା ଗୁଣ୍ଡ ଏ ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ପ୍ରତ୍ୟେକ ଦିନ ଆପଣ କ୍ଷୀର ସହ ମିଶାଇ […]

holi
ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା: ଘରେ ଏହି ଜିନିଷ ଅଛି ତ ?

ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ।  ତେବେ କ’ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ଜାଣିବା।ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ […]

pregent 5 copy
ଗର୍ଭାବସ୍ଥାରେ ମହିଳାମାନେ କିପରି ସଚେତନ ରହିବେ

ଭୁବନେଶ୍ୱର: ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତିକି ଥଣ୍ଡା, କାଶ, ଜ୍ୱର ଓ ସଂକ୍ରମଣ ହେବାର ଭୟ ରହିଥାଏ। ଏଭଳି ପରିସ୍ଥିତିରେ କିପରି ନିଜକୁ ସୁସ୍ଥ ରଖିବେ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର। ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜକୁ ଥକାପଣ ଅନୁଭବ କରିଥାନ୍ତି। ଏଭଳି ଅବସ୍ଥାରେ ଶରୀରର ଗଠନରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ପରିମାଣ  କମି ଯାଇଥାଏ। ଏହି ସମୟରେ ସଂକ୍ରମଣ ହେବାର ବହୁତ […]

virus
କରୋନା ଭାଇରସ୍‌ରୁ କିପରି ବର୍ତ୍ତିବେ ?

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସାବୁନରେ ଭଲ ଭାବେ ହାତ ଧୋଇବା ସହିତ କାଶ ବା ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ତା ସହିତ ସର୍ଦ୍ଦି ଓ କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ମାଂସ ଓ ଅଣ୍ଡା ଖାଉଥିଲେ, ତାକୁ ଭଲ ଭାବେ ସିଝାଇବାକୁ […]

doctor-bad-handwriting
ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ କାହିଁକି ପଢି ହୁଏ ନାହିଁ ? ଜାଣନ୍ତୁ କାରଣ

ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ସମସ୍ତଙ୍କୁ ଯିବାକୁ ପଡ଼େ। ଡାକ୍ତର ରୋଗୀକୁ ଦେଖିବା ପରେ ପ୍ରେସ୍‌କ୍ରିପ୍‌ସନ ଲେଖି ଦିଅନ୍ତି। ହେଲେ ଡାକ୍ତରଙ୍କ ଏହି ପ୍ରେସ୍‌କ୍ରିପ୍‌ସନ ପଢିବା ପାଇଁ ୯୦ ପ୍ରତିଶତ କଷ୍ଟ ହୁଏ । ଏହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ- କାହିଁକି ଡାକ୍ତରମାନେ ଏପରି ଲେଖନ୍ତି କାହିଁକି ? ସବୁ ଡାକ୍ତରଙ୍କ ଅକ୍ଷର କ’ଣ ଖରାପ? ସେ ପୁଣି ଏତେ ଖରାପ ଯେ, ପଢିବା ବେଳେବେଳେ ଅସମ୍ଭବ ହୋଇଯାଏ । ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ […]

65547789877
ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି। ଏମିତି  କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। […]

12
ଖାଇବା ପରେ ଗାଧୋଇବା କାହିଁକି ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ ?

ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍‌ ରହିଲେ, ସ୍ୱାସ୍ଥ୍ୟ ଠିକ୍‌ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]

liver-1
ଲିଭର୍‌ରେ ଅପରିଷ୍କାର ଜମିଲେ ଦେଖାଦେବ ଏଇସବୁ ଲକ୍ଷଣ

ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍‌ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍‌ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ ଖରାପ ଖାଦ୍ୟ ଓ ପାନୀୟ ଯୋଗୁ ଲିଭର୍‌ରେ ଅପରିଷ୍କାର ଜିନିଷ ଜମିଲେ ସମସ୍ୟା ଦେଖାଯାଏ। ଏହାଦ୍ୱାରା କେବଳ ଲିଭର୍‌ର କାର୍ଯ୍ୟଶୈଳୀ ପ୍ରଭାବିତ ହୋଇ ନଥାଏ, ତା’ସହ ଅନେକ […]

prickly-heat
ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରି ଦେଉଛି। ଆଉ ଏହି ଗରମରେ ଯେଉଁଟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ସେଇଟା ହେଉଛି ଘିମିରି। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର କିଛି ଘରୋଇ ଉପଚାର ଜାଣିବା। ଟି ବ୍ୟାଗ୍‌ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍। ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ […]

5
ଘରୋଇ ଉପାୟରେ ଛୋଟପିଲାଙ୍କୁ ମଶାଠୁ ଦୂରେଇ ରଖନ୍ତୁ

ଭୁବନେଶ୍ୱର: ଘର ଯେତେ ସଫା ରଖିଲେ ବି ଖରା ଓ ବର୍ଷା ଦିନେ ମଶା ସମସ୍ୟା ଦେଖା ଦେଇଥାଏ। ଘର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମା ହେଲେ ଓ ପାଣି ନିଷ୍କାସିତ ହୋଇ ନ ପାରିଲେ ମଶା ବଂଶ ବୃଦ୍ଧି ହୋଇଥାଏ। ମଶା ହେଲେ ଛୋଟ ଛୁଆଙ୍କ ପାଇଁ ବେଶି ଚିନ୍ତା। କାରଣ ମଶା କାମୁଡ଼ା ଜନିତ ବେମାରରେ ସେମାନେ ହିଁ ଆଗେ ପଡ଼ିଥାନ୍ତି। ଛୋଟ ଛୁଆଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବାରୁ ସେମାନେ ବେମାର ହେବାର […]

15
ଏହି ସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ !

ଭୁବନେଶ୍ୱର: ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍‌ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ବ୍ରେନ ଷ୍ଟ୍ରୋକ୍‌ କ’ଣ ପାଇଁ ହୁଏ କ’ଣ ଏହାର ଲକ୍ଷଣ ଓ […]

999
ଖରାଦିନ ପାଇଁ ଉପକାରୀ ପୁଦିନା

ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ପେଟ ପାଇଁ ଅମୃତ ପୁଦିନା ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍‌ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ […]

55
ଖରାଦିନ ପାଇଁ ଉପକାରୀ ଲିଚୁ

ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି। ଖରାଦିନେ ଲିଚୁ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚୁରେ ପାଣିର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର […]

2
ଆନ୍ଦୋଳନ କଲେ ଡିଗ୍ରୀ କଲେଜ୍‌ ଛାତ୍ରଛାତ୍ରୀ,  ଜୁନ୍‌ ୧୭କୁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବନାହିଁ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାରୁ କଲେଜ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ମେ ୪ରେ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କର ହେବାକୁ ଥିବା ଥିଓରି ପରୀକ୍ଷା ଜୁନ୍ ୧୭ରେ ହେବ ବୋଲି ସୂଚନା ମିଳିଛି। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ମେ ୪ରେ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଚତୁର୍ଥ ସେମିଷ୍ଟାରର […]

ଜାଣନ୍ତୁ ଅମରପୋଇର ଔଷଧିୟ ଗୁଣ

ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ିବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍‌। ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ…. ୧.ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ […]

ସାଇକେଲ ଚଳାଇବା ଦ୍ୱାରା କ୍ୟାନ୍‌ସର ଓ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ

ଫିଟ୍‌ ରହିବାକୁ କିଏ ବା ନ ଚାହେଁ। କିନ୍ତୁ କେବଳ ଜିମ୍‌ ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଫିଟ୍‌ ରହିପାରିବା ବୋଲି ଭାବିଥାଉ। କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ ସାଇକେଲ ଚଳାଇବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଆଜିକାଲି ଲୋକେ ସାଇକେଲ ଚଳାଇବାକୁ ଲାଜ କରୁଛନ୍ତି। କିନ୍ତୁ ଏହା କେବଳ ଏକ ମାନସିକତା ମାତ୍ର। ଆପଣମାନେ ଜାଣିଛନ୍ତି କି ବାହାର ଦେଶର ଲୋକମାନେ ବାଇକ୍‌ ଅପେକ୍ଷା ସାଇକେଲ ଚଳାଇବାକୁ ପସନ୍ଦ କରନ୍ତି। ଆହୁରି […]