ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ  ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା –

୧ – ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ ।  ଏହି କାରଣରୁ ତ୍ୱଚା ଅଧିକ  ଶୁଷ୍କ  ହେବାର କାରଣ ସାଜେ ।

୨ –ସ୍ନାନ ପୂର୍ବରୁ ଶରୀରରେ ୪ରୁ ୫ ମିନିଟ୍ ତେଲ ମାଲିସ୍‌ କରନ୍ତୁ ।

୩ – ସ୍ନାନ ପରେ ତୁରନ୍ତ ବଡି ଲୋସନ ଲଗାଇଲେ ତ୍ୱଚା ଉପରେ କୌଣସି  କୁପ୍ରଭାବ ପଡେନାହିଁ ।

୪- ମୁହଁକୁ  ସଫା କରିବା ପାଇଁ ଫେସ୍‌ୱାସ୍‌ ବ୍ୟବହାର ନକରି , ଶୀତରେ  ସମୟରେ  କ୍ଲିନଜିଙ୍ଗ ମିଲ୍କରେ ତ୍ନଚା ପୋଛି ଦିଅନ୍ତୁ ।

୫-ସ୍ନାନ ବେଳେ ତ୍ୱଚାକୁ ଧିରେ ଧିରେ ତଉଲିଆରେ ଘଷି ମଳି ବହାର କରିଦିଅନ୍ତୁ ।

୫-  ଶୀତରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ବେଶି ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳର ହ୍ରାସ ଘଟେ ।

ଆହୁରି ପଢ଼ନ୍ତୁ

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ

ଓଜନ କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏସବୁ ଟିପ୍ସ

ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ…

ବିନା ପିଆଜରେ ବନାନ୍ତୁ ପନିର ମସାଲା

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ର ଏହି ସୁଆଦିଆ ଆଇଟମ୍‌

‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

ସୁନ୍ଦର ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ଖାଆନ୍ତୁ ‘ସୋୟାବିନ୍‌’

ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

ଘରେ ବୁଢ଼ିଆଣୀ ଜାଲ ରହିଛି କି ? ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଲିଫ୍ଟ ବ୍ୟବହାର କରୁଥିଲେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଆପଣ ବିବାହ କରୁଛନ୍ତି କି ? ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଁ ଏହି ୭ଟି ଟିପ୍ସକୁ ଆପଣାନ୍ତୁ

You might also like