କରୋନା ଭାଇରସ୍‌ରୁ ପିଲାଙ୍କୁ କିପରି ଦୂରେଇ ରଖିବେ ? ଜାଣନ୍ତୁ…

ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ସବୁ ଦେଶ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭାରତରେ ୩୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା ସଂକ୍ରମିତ ଦେଶରୁ ଆସିଥିବା ନାଗରିକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଏଥିପାଇଁ ସବୁ ବିମାନବନ୍ଦରରେ ସ୍କ୍ରିିନିଂକୁ ବାଧ୍ୟତାମୂଳକ କରାଯାଇଛି।

କରୋନା ଭାଇରସ୍‌ରୁ ପିଲାଙ୍କୁ କିପରି ଦୂରେଇ ରଖିବେ ? ଅଭିଭାବକ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବେ ? ଆସନ୍ତୁ ଜାଣିବା…

  • ଭଲ ଭାବେ ହାତ ଧୋଇବାକୁ ପିଲାଙ୍କୁ କୁହନ୍ତୁ। ଦିନରେ ୫ରୁ ୬ ଥର ହାତ ଧୋଇଲେ ଭଲ।  ଖାଇବା ପୂର୍ବରୁ ଓ ପରେ ହାତ ଧୁଅନ୍ତୁ।
  • ସାଙ୍ଗସାଥୀଙ୍କଠାରୁ ଦୂରତା ରକ୍ଷା କରିବାକୁ କୁହନ୍ତୁ। ଅତି କମ୍‌ରେ ଗୋଟିଏ ମିଟର ଦୂରରେ ରହି କଥା ହୁଅନ୍ତୁ।
  • ଥଣ୍ଡା, କାଶ ହେଉଥିବା ବ୍ୟକ୍ତିଙ୍କଠୁ ପିଲାଙ୍କୁ ଦୂରେଇ ରଖନ୍ତୁ। ପିଲାଙ୍କୁ ଥଣ୍ଡା, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
  • ଜନଗହଳିପୂର୍ଣ୍ଣ ଅଞ୍ଚଳଠୁ ପିଲାଙ୍କୁ ଦୂରେଇ ରଖନ୍ତୁ। ଭିଡ଼ ଅଞ୍ଚଳରେ ପିଲାଙ୍କୁ ମାସ୍କ ପିନ୍ଧାଇ ନିଅନ୍ତୁ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like