• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Roga Paeen Yoga
ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା....

ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା । ତେବେ କରନ୍ତୁ ଏହି ଯୋଗାଭ୍ୟାସ ।

 Sarbe Bhabantu Sukhinah
ମଣିଷର ମନ ଚଞ୍ଚଳ କାହିଁକି?

କାହିଁକି ମଣିଷର ମନ ଚଞ୍ଚଳ ହୋଇଥାଏ?  

News Fuse
ସାର୍ ଯେତେ ବାଡ଼େଇଲେ ବି ଆୱାଜ ଆସୁନି । ଏକଣ ହେଲା ...

ସାର୍ ଯେତେ ବାଡ଼େଇଲେ ବି ଆୱାଜ ଆସୁନି । ଏକଣ ହେଲା ...

Bartan Bank , plastic free,
ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପଞ୍ଚାୟତ ପାଇଁ ପ୍ରୟାସ

ନୂଆପଡ଼ା ଭାଲେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟ...ସୁନ୍ଦର ସମାଜ ଗଠନ ଉଦ୍ଦେଶ୍ୟରେ ପଞ୍ଚାୟତରେ ଆରମ୍ଭ କଲେ ବର୍ତ୍ତନ ବ୍ୟାଙ୍କ...ଆଉ ଏହାକୁ ଖୁବ୍ ଉତ୍ସାହର ସହ ସହଯୋଗ ବି କରୁଛନ୍ତି ପଞ୍ଚାୟତବାସୀ...

National Highway 53 turns into death trap in Dhenkanal
ଜୀବନ ନେଉଛି ଜାତୀୟ ରାଜପଥ

ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ୫୩ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଆତଙ୍କ... ବାରମ୍ବାର NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ...କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଛନ୍ତି ଲୋକେ...

 minerals smuggling rampant in Odisha’s Keonjhar
ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା

ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା । କୋଇଡାର କଳାହୀରା ମାଙ୍ଗାନିଜକୁ ଲୁଟି ନେଉଛନ୍ତି ଖଣି ମାଫିଆ । ବିଗତ ୨ରୁ ୩ ବର୍ଷ ଧରି କୋଇଡା ଖଣି ଅଞ୍ଚଳର ବନ୍ଦ ଥିବା ଖଣି ବା ବିସ୍ତୀର୍ଣ୍ଣ ଜଙ୍ଗଲରୁ ଖଣିଜ ପଥର ଚୋରି ବଢ଼ି ଚାଲିଛି ।

  • Tuesday, 21 November 2023
Locals suffer due to poor road connectivity in Balasore
ଯୋଜନା ଯେମିତି ହୋଇଛି ଲୁଟ୍ କରିବା ପାଇଁ....

ଲୋକଙ୍କ ପାଇଁ ଆସୁଥିବା ଟଙ୍କା ଏବେ ହେଉଛି ବାଟମାରଣା। ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛି ଜନସାଧାରଣଙ୍କ ସ୍ୱାର୍ଥ। ନିମ୍ନମାନର କାମ କରି ଠିକାଦାର ହରିଲୁଟ୍ କରିନେଲେ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ...

  • Tuesday, 21 November 2023
Flower cultivation changed life of this Odisha man
ଫୁଲ ବଦଳେଇଲା ଭାଗ୍ୟ,ଦାଦନରୁ ମିଳିଲା ମୁକ୍ତି.

ଦାଦନରୁ ମିଳିଲା ମୁକ୍ତି..ନିଜେ ସ୍ୱାବଲମ୍ବୀ ସହ ଅନ୍ୟକୁ ବି ଦେଲେ ନିଯୁକ୍ତି ..ଏବେ ଯୁବକଙ୍କ ପାଇଁ ବନିଲେ ଉଦାହରଣ..

Doors of Baba Kedarnath temple closed for winter
ଛଅ ମାସ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର

ପଞ୍ଚାଙ୍ଗ ଆଧାରରେ ହେଲା ନିଷ୍ପତି..ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିଆଯାଏ ନିର୍ଣ୍ଣୟ..ମହାଶିବ ରାତ୍ରୀରେ ହିଁ ହୁଏ ସବିଶେଷ ନିଷ୍ପତି..

Farmer ends life after locust destroys standing crop in Bolangir
ପୋକ ମାରିବାକୁ ଆଣିଥିବା ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶହ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର ।..

Survey underway for construction of barrage in Jaleswar
ପୂରଣ ହେବ କି ସ୍ୱପ୍ନ ? ପୋଲ ପାଇଁ ସର୍ଭେ....

ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ..କେବେ ଆରମ୍ଭ ହେବ କାମ..ଉପକୃତ ହେବେ 50 ପଞ୍ଚାୟତର 3 ଲକ୍ଷରୁ ଉର୍ଦ୍ଧ ଲୋକେ..

Stray dog bite: High Court of Punjab and Haryana rules Rs 10,000 per teeth mark compensation
ବୁଲା କୁକୁର କାମୁଡ଼ିଲେ ସରକାର ଦେବେ ଜରିମାନା, ପୀଡ଼ିତଙ୍କୁ ମିଳିବ ଦାନ୍ତ ଗୋଟି ୧୦ ହଜାର

କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା ।

Today Panchang
Today Panchang 31st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.

 ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର ।

Special Story
ଟଳିପଡ଼ିବା ପୂର୍ବରୁ ଡ୍ରାଇଭର ବଞ୍ଚାଇ ଦେଇଥିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ

ବସ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ।

Sarve Bhabantu Sukhinah
ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ

କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ ? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।

Floating stone ,
ଖାଲି ଆଖିକୁ ଏହି ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ

ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।

  • Sunday, 29 October 2023
Locals in this Odisha village still have faith on Ayurveda
ଚେରମୂଳିରେ ଭଲ ହେଉଛି ଅସାଧ୍ୟ ରୋଗ!

ଦିନକୁ ଦିନ ବଦଳୁଛି ସମୟ । ଏସବୁ ମଧ୍ୟରେ ଆଜି ବି ଚେରମୂଳି ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ଯାହାର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସର୍ବତି ଗ୍ରାମରେ ।

  • Sunday, 29 October 2023
Rajinikanth lookalike takes social media by storm
ଚା ବିକୁଛନ୍ତି ରଜନୀକାନ୍ତ!

ରାଜରାସ୍ତାରେ ସାଉଥ ସୁପରଷ୍ଟାର । ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ।

Al Jazeera journalist’s family killed in Gaza strike
ଶବର ଗଦା ଭିତରେ ଉଜୁଡା ପରିବାରକୁ ଦେଖିଲେ ସାମ୍ୱାଦିକ

ସାମ୍ୱାଦିକ ଭାବେ ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବଗଦାରେ ଭେଟିଥିଲେ, ନିଜ ପରିବାରକୁ । ହାତ ଥରି ଉଠିଥିଲା ଆଉ ଟଳିପଡିଥିଲା କ୍ୟାମେରା । ତାପରେ ଝିଅ ଓ ନାତିକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ।

Israel-Hamas war
ମୃତଦେହ ଚିହ୍ନାଇବ ବ୍ରେସଲେଟ୍

ଇସ୍ରାଏଲ-ହମାସ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି । ସେଥିପାଇଁ ସହଜରେ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କହିଛି ପାଲେଷ୍ଟାଇନ୍ ।

  • Friday, 27 October 2023
Yojanara Na Hariloot
ଡିଲର କରିଦେଲେ ଚାଉଳ ଚଳୁ

ଗରିବଙ୍କୁ ଚାଉଳ ନ ଦେଇ ଚଳୁ କରୁଛନ୍ତି ଡିଲର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ...

Odia Hotel in Kolkata
ଏଇ ଓଡ଼ିଆ ହୋଟେଲରେ ଖାଇ ଗୋରାଙ୍କୁ ପାନେ ଦେବା ପାଇଁ ପ୍ଲାନ କରିଥିଲେ ନେତାଜୀ; ସେଇଠି ପହଞ୍ଚିଲା ଓଟିଭି

ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା ।

Woman with toddler stage protest outside lover’s house in Aska
ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା

କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା । କହୁଛନ୍ତି କି ମତେ ରହିବାକୁ ଟିକେ ବାସ ଦିଅ..

 sand still lying in fields
ଜମିରୁ ବାହାରି ପାରିଲାନି ବାଲି, ଶହ ଶହ ଏକର ଜମି ଏବେ ପଡ଼ିଆ

ଫାଇଲିନ୍ ଚାଲିଗଲା, ଜମିରୁ ପାଣି ବି ଛାଡ଼ିଗଲା ହେଲେ ଚାଷ ଜମିରେ ରହିଗଲା ୫ଫୁଟ ଉଚ୍ଚର ନଦୀ ବାଲି । ଏହାରି ଭିତରେ ୧୦ବର୍ଷ ବିତିଗଲାଣି ହେଲେ ଜମିରୁ ବାଲି ବାହାର କରିପାରିଲାନି ପ୍ରଶାସନ । ଫଳରେ ଶହ ଶହ ଏକର ଚାଷ ପଡ଼ିଆ ପଡ଼ିଛି ଆଉ ଚାଷୀ ଭୋଗୁଛି ଦୁର୍ଦ୍ଦଶା ।

Sarve Bhabantu Sukhinah
ଲୋକେ ଭ୍ରମରେ ପଡ଼ନ୍ତି କେମିତି?

'ଅନେକ ଲୋକ ଭ୍ରମରେ ପଡ଼ିଯାନ୍ତି । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ବୁଦ୍ଧି, ଜ୍ଞାନ ବିଚାର କରିବାର ଶକ୍ତି ସମାନ ନୁହଁ ।'