• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Ayodhya Ram Mandir
ନବବଧୂ ଭଳି ସଜେଇ ହେଉଛି ରାମନଗରୀ; ଦିନ ରାତି ଏକ କରିଛନ୍ତି ଅଢ଼େଇ ହଜାର କାରିଗର..

ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।

News Fuse
କାହାକୁ ଏତେ ମାଡ଼?

ଏଇନେ ତ ଆମ୍ୱ କି ବରକୋଳି ସିଜିନ୍ ନୁହଁ । ଇଏ କୋଉ ଗଛକୁ ଟେକା ମାରୁଛନ୍ତି କି?

mobile game
ଛାତ୍ର ତିଆରି କଲେ ମୋବାଇଲ ଗେମ୍‌

କମ୍ପ୍ୟୁଟର କ୍ଲାସ୍‌ରେ ଗେମ୍‌ ଖେଳୁଥିଲେ। ଏବେ ନିଜେ ତିଆରି କଲେ ଗେମ୍‌। ସେ ପୁଣି ଜଣେ ସ୍କୁଲ ଛାତ୍ର । ହଁ ଆଜ୍ଞା ଗୋଟିଏ କି ଦୁଇଟି ନୁହେଁ କମ୍ପ୍ୟୁଟର କୋଡିଂ ବ୍ୟବହାର କରି ଛାତ୍ର ଜଣକ ତିଆରି କରିଛନ୍ତି ୪ଟି ଗେମ୍‌।

  • Friday, 22 December 2023
 cyber crime
ଆଡଲ୍ଟ ସାଇଟ୍ ଦେଖିବା ପଡ଼ିଲା ମହଙ୍ଗା

ପତ୍ନୀଙ୍କ ଅନୁପସ୍ଥିତିରେ ଆଡଲ୍ଟ ସାଇଟ୍ ଦେଖିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ସାଇବର ଲୁଟେରା ପଠାଇଲେ ଖରାପ ଫଟୋ । ଦେଖନ୍ତୁ ତାପରେ କ'ଣ ହେଲା ।

People express happiness after enjoying their time in Eco retreat in Konark
ଆସିଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କ ମନ ମୋହୁଛି ଅସ୍ତରଙ୍ଗ

ଅସ୍ତରଙ୍ଗରେ ରହିଛି ଅନେକ ପର୍ଯ୍ୟଟନସ୍ଥଳ। ଦେବୀ ନଦୀ ମୁହାଣରେ ଥିବା ବୋଟିଂ, ହେନ୍ତାଳ ବଣ, ନାଲି କଙ୍କଡ଼ା ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରୁଛି।

Government bats for providing facilities for production of sweet potatoes for farmers in Koraput
କନ୍ଦମୂଳ ଚାଷୀଙ୍କୁ ସରକାରଙ୍କ ଅଣଦେଖା..

କୋରାପୁଟ ବହୁଳ ମାତ୍ରା ଉତ୍ପାଦନ ହେଉଥିବା କନ୍ଦମୂଳକୁ ଟ୍ରକ୍ ଲଗାଇ କୁନ୍ଦୁଲି ହାଟରୁ ବୋହି ନେଉଛନ୍ତି ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶ ବେପାରୀ। ଦଲାଲ ଓ ବାହାର ରାଜ୍ୟ ବେପାରୀ କରୁଛନ୍ତି ଦର ନିର୍ଦ୍ଧାରଣ...

  • Thursday, 21 December 2023
special story
ଜରିପାଲ ତଳେ ଜୀବନ କାଟୁଛନ୍ତି ଭୂମିହୀନ ନଟ ବେହେରାଙ୍କ ପରିବାର..

ରାଜ୍ୟରେ ଲାଗି ରହିଛି ଶୀତର ଲହରୀ। ଛାତ ଘରେ ଥିବା ଲୋକ ଶୀତର ପ୍ରକୋପରେ ଥରୁଛନ୍ତି। ହେଲେ ଜରିପାଲ ତଳେ ଜୀବନ କାଟୁଛନ୍ତି ଭୂମିହୀନ ନଟ ବେହେରାଙ୍କ ପରିବାର...

cyber crime
ଲୁଟିନେଲା ସାଇବର ସୁନ୍ଦରୀ

ପର ସ୍ତ୍ରୀ ଉପରେ ନଜର ପକାଇବାର କୁପରିମାଣ; ଲୁଟିନେଲା ସାଇବର ସୁନ୍ଦରୀ

park
ପାର୍କ ନାଁରେ ପ୍ରହସନ....

ଗତ ୨ତାରିଖରେ ପାର୍କ ଉଦଘାଟନ କରିଛନ୍ତି ଉପବାଚସ୍ପତି, ହେଲେ ଯେଉଁଠି ବିଭିନ୍ନ ଫୁଲ ଗଛ ଲାଗିବା କଥା ସେ ସ୍ଥାନରେ ପଡ଼ିଛି ମଦ ବୋତଲ । ଯେଉଁ ଘାସ ଗାଲିଚାରେ ପିଲାମାନେ ଖେଳିବା କଥା ସେଠାରେ ଚରୁଛନ୍ତି ଛେଳି ।

special story
ବୟସ ଠାରୁ ବଡ଼ କରି ଦେଇଛି ଦାୟିତ୍ୱ,ନିଜେ ବାସନ ମାଜୁଛି....

ନିଜେ ବାସନ ମାଜୁଛି....କୁନି ଭାଇ ଭଉଣୀଙ୍କୁ ହାତରେ ଖୁଆଇ ଦେଉଛି...ଡ୍ରେସ୍ ପିନ୍ଧାଇଦେଉଛି....ଛୋଟ ବୟସରେ ବି ତା ଦାୟିତ୍ୱବୋଧ ବେଶ ଗୁରୁତ୍ୱପୂର୍ଣ୍ଣ । ସେ ବୁଝିଛି ବାପାମାଆଙ୍କ ଅନୁପସ୍ଥିତିରେ ବଡ଼ ଭାଇର ଦାୟିତ୍ୱ, ଗୁରୁତ୍ୱ । ଆଉ ସେଇଥିପାଇଁ ସାନ ଭାଇ ଭଉଣୀଙ୍କ କାମରେ ଲାଗିପଡ଼ିଛି ନଅ ବର୍ଷର କୁନି ପୁଅ । A

Cock Price 30000
ଗୋଟିଏ ଗଞ୍ଜାର ଦାମ ୩୦ହଜାର ଟଙ୍କା

ଗୋଟିଏ ଗଞ୍ଜାର ଦାମ ୩୦ହଜାର ଟଙ୍କା l ଦାମ୍ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ସତ l ଏ ଏମିତି ସେମିତି କୁକୁଡ଼ା ନୁହଁ ଏ ହେଉଛି ଲଢ଼େଇ କୁକୁଡ଼ା ଯାହାର ନାଁ ହେଉଛି ଟାଇଗର l ଆଗକୁ ଆସୁଛି ନୂଆବର୍ଷ ଓ ମକର ସଂକ୍ରାନ୍ତି l ତେଣୁ ଏହାକୁ କିଣିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଛନ୍ତି l ଟାଇଗରର ମୂଲ୍ୟ ଯେମିତି, ହାଇଟ ବି ଯେମିତି, ଫାଇଟ୍ ବି ସେମିତି l

Revanth Reddy
ଚାଷୀ ଘରର ଯୁବକ କେମିତି ହେଲେ ମୁଖ୍ୟମନ୍ତ୍ରୀ ?

୨୦୧୫ ଥିଲା ତାଙ୍କ ଜୀବନ ପାଇଁ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ । ଏକ ନିର୍ବାଚନୀ ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଏ । ଭୋଟ୍ ପାଇଁ ନୋଟ୍ ମାମଲାରେ ଛନ୍ଦି ହୁଅନ୍ତି ରେବନ୍ତ । ହେଲେ ବେଲରେ ଆସିବା ପରେ ସେ ନିଅନ୍ତି ଚରମ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସିଧା ଟାର୍ଗେଟ୍ କରନ୍ତି । କୁହନ୍ତି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଚଉକିରୁ ନ ହଠାଇବା ଯାଏଁ ମୁଁ ଶାନ୍ତିରେ ନିଶ୍ୱାସ ମାରିବିନି ।

  • Thursday, 14 December 2023
Boudh artist makes impressive sketch, family request financial assistance for his training
ପୂର୍ଣ୍ଣଙ୍କ ଯାଦୁଗରୀ ପେନସିଲ୍

ନା ତାଲିମ ନେଇଛନ୍ତି.. ନା କିଏ ଦେଇଛି ମାର୍ଗଦର୍ଶନ.. କୁହନ୍ତି ନା.. କିଛି ଜିନିଷ ଭଗବାନଙ୍କ ବରଦାନ ଥାଏ.. ମାନେ ଗଡ୍ ଗିଫଟ୍.. ସେମିତି କିଛି ସ୍ୱତନ୍ତ୍ରତା ରହିଛି ପୂର୍ଣ୍ଣଚନ୍ଦ୍ରଙ୍କ ହାତରରେ.. କଳା, ଧଳା, ଧୂସରରେ ସେ ଆଙ୍କୁଛନ୍ତି ଜୀଅନ୍ତା ଚିତ୍ର.. ଦେଖିଲେ ଲାଗୁଛି ଯେମିତି ଅବିକଳ..

Divyang man in Rairangpur sets example for many
ପୁଅର ଭବିଷ୍ୟତ ପାଇଁ ସୁଶାନ୍ତଙ୍କ ସଂଘର୍ଷ..

ଗୋଡ଼ ଦିଇଟା ସମ୍ପୂର୍ଣ୍ଣ ଅଚଳ.. ପୂରା ଶରୀରର ଭାରକୁ ଏଇ ହାତ ଦିଇଟା ସମ୍ଭାଳିଛି.. ଠାଏ ଘୁଞ୍ଚିବାକୁ ହେଲେ ବି ଶରୀରକୁ ବଳ ଲଗାଇ ଘୋଷାଡ଼ିବାକୁ ପଡ଼ୁଛି.. କାରଣ ସେ ବୁଝିଛନ୍ତି ଏ ଦୁନିଆରେ ବଞ୍ଚିବାକୁ ହେଲେ ସଂଘର୍ଷ ତ କରିବାକୁ ହେବ..

Locals express concern over mining in Koraput
ପାହାଡ଼ ବଞ୍ଚିଲେ ଆମେ ବଞ୍ଚିବା

ବେଳେ ବେଳେ ଇଚ୍ଛା ହୁଏ ଆମେ ରହୁଥିବା କଂକ୍ରିଟର ସହର ଛାଡ଼ି ଏ ସବୁଜ ବନାନୀ ଭିତରେ ହଜିଯିବାକୁ.. ବେଳେ ବେଳେ ମନ କହେ.. ଏମିତି ପାହାଡ଼ର ଶିଖର ଉପରେ ଚଢି ଶାନ୍ତିରେ ଟିକେ ନେବାକୁ..ଆଉ କ୍ଷଣକ ପାଇଁ ହେଉ ପଛେ ଜୀବନକୁ ମନଭରି ଜୀଇଁବାକୁ.. ଏ ଦୃଶ୍ୟ ଦେଖି ଆପଣଙ୍କ ମନ ମଧ୍ୟ ଠିକ୍ ଏମିତି କହୁଥିବ.. ଚାଲ୍.. ପାହାଡ଼ିଆ ଜାଗା ଦେଖି ଟିକିଏ ବୁଲିଆସିବା..

  • Wednesday, 13 December 2023
  • Koraput
 Indian Navy
ଭାରତୀୟ ନୌସେନାରୁ ବ୍ରିଟିଶ୍ ପରମ୍ପରାର ଅବସାନ

ବଦଳିବ ଭାରତୀୟ ନୌସେନାର ପରିପାଟୀ । ବ୍ରିଟିଶ୍ ସରକାର ତରଫରୁ ଆରମ୍ଭ କରାଯାଇଥିବା କଲୋନିଆଲ ଫ୍ଲାଗକୁ ବର୍ତ୍ତମାନ ଶିବାଜୀ ଷ୍ଟାମ୍ପ ଦ୍ବାରା ପରିବର୍ତ୍ତନ କରି ଦିଆଯାଇଛି। ଏହି ପଦକ୍ଷେପ ସହ ଭାରତ ପୂରା ଦୁନିଆକୁ ଜଣାଇ ଦେଇଛି ଯେ, ଏବେ ଆମ ସାମରିକ ବ୍ୟବସ୍ଥା ବ୍ରିଟିଶ୍ କଲୋନୀରୁ ମୁକ୍ତ।

  • Tuesday, 12 December 2023
acting
ପେଶାରେ ସେ ଜଣେ ଶିକ୍ଷକ.. କିନ୍ତୁ ନିଶା ତାଙ୍କର ଅଭିନୟ..

ପିଲାଙ୍କୁ ପାଠ ପଢ଼ାଇବା ସହ ଅଭିନୟ ପାଇଁ ରହିଛି ଅହେତୁକ ଦୁର୍ବଳତା। ଧନୁଯାତ୍ରରେ କଂସ ଭୂମିକାରେ ଅଭିନୟ କରୁଥିବାରୁ ସମସ୍ତଙ୍କ ପାଖରେ ମହାରାଜ ବୋଲି ବେଶ୍ ଜଣାଶୁଣା ନୂଆପଡ଼ା ଜିଲ୍ଲା ସଲଙ୍ଗିପଡ଼ା ଗାଁର ମଧୁସୂଦନ ମିଶ୍ର।

Locals express concern over shortage of drinking water and electricity problems in Odisha's Balasore
ଆଉ ଏକ ନଗଡା !

ଖଇରା ବ୍ଲକ ରପେୟା ପଞ୍ଚାୟତ ଦୃଶ୍ୟ... ପୋଖରୀ ପାଣିକୁ ପିଉଛନ୍ତି ଲୋକେ... କୌଣସି ସୁବିଧା ହୋଇନଥିବାରୁ ଏହି ପାଣି ପିଉଛନ୍ତି ଲୋକେ...ଖାଲି ଏତିକି ନୁହେଁ ଏଠି ଭଲ ରାସ୍ତା ଖଣ୍ଡେବି ନାହିଁ...

  • Tuesday, 12 December 2023
Mayurbhanj's Binjhua tassar silk loses market, weavers force to change occupation
ପ୍ରୋତ୍ସାହନ ନାହିଁ, ହଜିଲାଣି ବିଞ୍ଜୁଆ ଟସରର ପରିଚୟ

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଦିନେ ଭାରତ ତଥା ଭାରତ ବାହାରେ ଟସର ଶିଳ୍ପରେ ବେଶ ନାଁ କରିଥିଲା । ବର୍ତ୍ତମାନ ଏହା ବନ୍ଦ ହେବାକୁ ବସିଛି । ଦେଖନ୍ତୁ ବିଞ୍ଜୁଆରୁ ଏହି ସ୍ୱତନ୍ତ୍ର ରିପୋର୍ଟ ।..

Patrolling intensified to check bird poaching in Chilika lake
ବିଦେଶୀ ଅତିଥିଙ୍କ ଉପରେ ଲୋଲୁପ ଦୃଷ୍ଟି.. ରାତି ସାରା ପାଟ୍ରୋଲିଂ

ରାତି ସାରା ଚାଲିଛି ପାଟ୍ରୋଲିଂ.. ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଘୁରୁ ବୁଲୁଛନ୍ତି ବନ କର୍ମଚାରୀ.. ବିଦେଶୀ ଅତିଥିଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ..

Woman cricketer from Nilagiri sets example for others in Odisha
ରାସ୍ତା ଉପରେ ଅଭ୍ୟାସ.. ଲକ୍ଷ୍ୟ ଟିମ୍ ଇଣ୍ଡିଆ..

ପାପା କୀ ପରି ବୋଲି କହି ଝିଅଙ୍କୁ କଟାକ୍ଷ କରାଯାଇଥିବା ଅନେକ ମିମ୍ ଆପଣ ସୋସାଲ ମିଡିଆରେ ଦେଖିଥିବେ.. ହେଲେ ଏ ହେଉଛନ୍ତି ଜଣେ ସତସତିକା ପାପା କି ପରିଙ୍କୁ.. ହାତରେ ବ୍ୟାଟ୍.. ଆଉ ଲକ୍ଷ୍ୟ ଟିମ୍ ଇଣ୍ଡିଆ… ନ୍ୟାସନାଲ୍ ଖେଳିବାର ସ୍ୱପ୍ନ ହେଲେ ରାସ୍ତା କଡ଼ରେ ଚାଲିଛି ସାଧନା.. ଦିନେ ଗାଁରେ ଝିଅଙ୍କ ପାଠ ପଢିବାକୁ ସୁଯୋଗ ନଥିଲା.. ଆଜି କୁନି ଝିଅ କ୍ରିକେଟରେ ନାଁ କମାଉଛି.. ଛକା ଚଉକା ମାରି ଘରବାଡ଼ ଭାଙ୍ଗି ଦେଉଛି..ତଥାପି ତା ଉପରେ ସମସ୍ତେ ଖୁସି..

Uttarkashi Tunnel Rescue: Woman breaks down to tears after rescued son returns home
‘ଆଉ କୁଆଡ଼େ ପଠେଇବିନି.. ମୋ ପୁଅ ମୋ କୋଳରେ ଥାଉ..’

ପୁଅକୁ କୁଣ୍ଢେଇ ଭୋ ଭୋ କାନ୍ଦୁଛି ମାଆ.. ସାହି ପଡ଼ିଶା ସମ୍ପର୍କୀୟ ମହିଳା ବି କାନ୍ଦୁଛନ୍ତି.. ଏପଟେ ପୁଅ ବି କାନ୍ଦୁଛି.. ହେଲେ ଏ କାନ୍ଦବୋବାଳି ଦୁଃଖ ଅବସାଦର ନୁହଁ ବରଂ ଖୁସିର.. ହରେଇବାର ଭୟରୁ ବାହାରି ଆସିବା ପରେ, ପୁଣି ଫେରିପାଇବାର ଖୁସିରେ ଏ କାନ୍ଦବୋବାଳି..

Apana Eka Nuhanti ,
ଅସହାୟଙ୍କୁ କେକେ ମିଳିବ ସରକାରୀ ଘର ?

 ବର୍ଷା ବାତ୍ୟା ଆସିଲେ ଛାତିରେ ଛନକା ପଶେ । ରବୀନ୍ଦ୍ରଙ୍କୁ କେବେ ମିଳିବ ସରକାରୀ ଘର ?

Roga Paeen Yoga
ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା....

ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା । ତେବେ କରନ୍ତୁ ଏହି ଯୋଗାଭ୍ୟାସ ।

 Sarbe Bhabantu Sukhinah
ମଣିଷର ମନ ଚଞ୍ଚଳ କାହିଁକି?

କାହିଁକି ମଣିଷର ମନ ଚଞ୍ଚଳ ହୋଇଥାଏ?