ଜସଲିନ୍‌ଙ୍କୁ ବିବାହ କଲେ କି ଅନୁପ ଜଲୋଟା?

ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍‌ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି।

 

View this post on Instagram

 

🔥🔥 @anupjalotaonline

A post shared by Jasleen Matharu ਜਸਲੀਨ ਮਠਾੜੂ (@jasleenmatharu) on


ଯେଉଁଥିରେ ଜସଲିନ୍ ପିଙ୍କ୍ ସାଲୱାର ଓ ଦୁପଟ୍ଟା ପିନ୍ଧିଥିବା ବେଳେ ଅନୁପ ଜଲୋଟା ସେରୱାନିରେ ପିନ୍ଧିଛନ୍ତି। ତେବେ ଏମାନଙ୍କ ରୋମାଣ୍ଟିକ୍ କମ୍‌ବ୍ୟାକ୍‌କୁ ଦେଖି ”Woh Meri Student Hai” ଫିଲ୍ମର ପ୍ରମୋସନାଲ ଷ୍ଟଣ୍ଟ ବୋଲି କୁହାଯାଉଛି। ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ଫୋଷ୍ଟରେ ଜସଲିନ୍ ଫାୟାର ଆଇକନ୍ ଦେଇଛନ୍ତି।


ଯଦି ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏଇ ଯୋଡିକୁ ନେଇ ଆଶ୍ଟର୍ଯ୍ୟ ହେଉଛନ୍ତି, ଏହା ପ୍ରମୁଖ କାରଣ ହେଉଛି କିଛି ଦିନ ପୂର୍ବରୁ ଜସଲିନ୍‌ ଫୋଷ୍ଟ କରିଥିବା ଫଟୋ। ଯେଉଁଥିରେ ସେ ଲେଖିଥିଲେ, ‘’ହାଏ ଫାଇନାଲି, ଚଲୋ କାମ୍ ସୁରୁ। ମୋର ଆଗାମୀ ଫିଲ୍ମ ୱ ମେରି ଷ୍ଟୁଡେଣ୍ଟର ସୁଟିଂ ଅନୁପଙ୍କ ସହିତ।‘’

ଅନୁପ ଓ ଜସଲିନ୍‌ଙ୍କ ଯୋଡ଼ି  ବିଗ୍‌ ବସ୍ ସିଜିନ୍-୧୨ରେ ଦେଖିବାକୁ ମିଳିଥିଲା। ଅନୁପ ଜଲୋଟାଙ୍କ ବସୟ ୬୭ ଓ ଜସଲିନ୍‌ ମାଥୁରଙ୍କ ବୟସ ୩୦ ବର୍ଷ।

ଜସଲିନ୍ ୨୦୧୮ରେ ବିଗ୍‌ ବସ୍‌ରେ ୬୭ ବର୍ଷୀୟ ଗାୟକ ଅନୁପ ଜୋଲଟାଙ୍କ ଗାର୍ଲଫ୍ରେଣ୍ଡ ଥିଲେ।  ଏହି ଯୋଡ଼ି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like