ମହେଶ@43: ଛୁଟିଲା ଶୁଭେଚ୍ଛାର ସୁଅ

ଆଜି ଟଲିଉଡ୍‌ ସୁପରଷ୍ଟାର ତଥା ଷ୍ଟାଇଲିଶ ହିରୋ ମହେଶ ବାବୁଙ୍କ ଜନ୍ମଦିନ। ଆଜି ସେ ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଛୁମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କୁ ସମନ୍ଥା ଆକିନେନି, ରାକୁଲ ପ୍ରୀତ୍‌, ମୋହନଲାଲ୍, ବିଭିଏସ୍‌ ରବି, ବଂଶୀ ପାଇଦିପଲ୍ଲୀ, ସୁମନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ମହେଶଙ୍କ ଚେହେରାର ବିଶେଷତ୍ତ୍ୱ ହେଉଛି ସେ ଆଜି ବି ୨୦ ବର୍ଷ କମ୍‌ ଦେଖାଯାଉଛନ୍ତି।

ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କର ନୂଆ ସିନେମା ‘ମହାରିଶି’ର ଫାଷ୍ଟ ଲୁକ୍‌ ଟ୍ୱିଟରରେ ସେୟାର କରିଛନ୍ତି।

 

 

 

You might also like