ମହେଶ@43: ଛୁଟିଲା ଶୁଭେଚ୍ଛାର ସୁଅ
ଆଜି ଟଲିଉଡ୍ ସୁପରଷ୍ଟାର ତଥା ଷ୍ଟାଇଲିଶ ହିରୋ ମହେଶ ବାବୁଙ୍କ ଜନ୍ମଦିନ। ଆଜି ସେ ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଛୁମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କୁ ସମନ୍ଥା ଆକିନେନି, ରାକୁଲ ପ୍ରୀତ୍, ମୋହନଲାଲ୍, ବିଭିଏସ୍ ରବି, ବଂଶୀ ପାଇଦିପଲ୍ଲୀ, ସୁମନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ମହେଶଙ୍କ ଚେହେରାର ବିଶେଷତ୍ତ୍ୱ ହେଉଛି ସେ ଆଜି ବି ୨୦ ବର୍ଷ କମ୍ ଦେଖାଯାଉଛନ୍ତି।
ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କର ନୂଆ ସିନେମା ‘ମହାରିଶି’ର ଫାଷ୍ଟ ଲୁକ୍ ଟ୍ୱିଟରରେ ସେୟାର କରିଛନ୍ତି।
Embarking on my new journey as RISHI.#MAHARSHI pic.twitter.com/xiAylLc2ND
— Mahesh Babu (@urstrulyMahesh) 8 August 2018
Love the new look! Happy birthday dear @urstrulyMahesh. Best wishes always …https://t.co/FIs3kMDCja
— Sumanth (@iSumanth) 9 August 2018
Happy Birthday @urstrulyMahesh Anna. May this year bring you success, peace and happiness
— Jr NTR (@tarak9999) 9 August 2018
#HBDSuperstarMAHESH..Many Happy Returns to Our Superstar @urstrulyMahesh..Wish You a great year ahead Sir..in another 6 minutes am eagerly waiting like any other Fan of yours to witness the Beginning of Our Journey..Your Journey as “RISHI” will be a Memorable One for sure Sir 🙂 pic.twitter.com/6Go1f3tVC3
— Vamshi Paidipally (@directorvamshi) 8 August 2018