ଶ୍ରେଷ୍ଠ ଟେଲି ଧାରାବାହିକ ସହିତ ୫ ପୁରସ୍କାର ହାତେଇଲା ତରଙ୍ଗର ‘ନୂଆ ବୋହୂ’

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଟେଲି ଫିଲ୍ମ ପାଇଁ ‘ରଗଡ଼ା’କୁ ପୁରସ୍କୃତ କରାଯାଇଛି। ସେହିଭଳି ନିରୁପାୟ ପାଇଁ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ସେହିଭଳି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସିରିଏଲ ନୂଆବୋହୂକୁ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର ହାତେଇଛି। ଏହା ସହିତ  ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଖଳନାୟକ ଓ ଶ୍ରେଷ୍ଠ କାହାଣୀ ପାଇଁ ନୂଆବୋହୂ ଧାରାବାହିକକୁ ମିଳିଛି ୫ଟି ପୁରସ୍କାର। ତେବେ ସର୍ବାଧିକ ପୁରସ୍କାର ପାଇଛି ଏହି ଟେଲି ଧାରାବାହିକ।

ଏହାସହିତ ଶ୍ରେଷ୍ଠ ଚରିତ୍ର ଅଭିନେତା, ସଂଳାପ ଲେଖକ, ସଂପାଦନା,ଚିତ୍ରନାଟ୍ୟ, ଶିଶୁ କଳାକାର ପ୍ରଭୃତି ୨୦ ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି। ଚଳଚିତ୍ର ଭଳି ଟେଲି କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ରାଜ୍ୟ ସରକାର ୬ ବର୍ଷ ହେଲା ଏହି ପୁରସ୍କାର ଉତ୍ସବର ଆୟୋଜନ କରୁଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଶଂସକ ପଚାରିଲେ ଡ୍ରଗ୍ସ ଅଛି? ଅଭିଷେକ ଦେଲେ ଏମିତି ଉତ୍ତର

‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା’

ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି…କ’ଣ ଉତ୍ତର ଦେବେ ପୂଜା ?

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

You might also like