ସରିଲା ଶୁଟିଂ, ଏକାଠି କାମ କଲେ ସ୍ୱୟମ୍‌-ପ୍ରକୃତି

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଗାୟକ ସ୍ୱୟମ୍‌ ପାଢୀ ଏକାଠି କାମ କରିଛନ୍ତି। ଗତ କିଛି ଦିନ ହେବ ସେ ଏ ସମ୍ପର୍କରେ ତାଙ୍କ ସୋଶାଲ୍‌ ମିଡିଆରେ ସୂଚନା ଦେଉଥିଲେ। ଉଭୟ ତାଙ୍କ ଶୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଥିଲେ। କିନ୍ତୁ ସେ କେଉଁ ପ୍ରୋଜେକ୍ଟରେ କାମ କରୁଛନ୍ତି ସେ ସମ୍ପର୍କରେ ଜଣାଉନଥିଲେ।

ତେବେ ନିକଟରେ ଏକ ଭିଡ଼ିଓ ଶେଆର କରି ଉଭୟ ତାଙ୍କ କାମ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏକ କଭର୍‌ ଗୀତରେ ଏକାଠି ନଜର ଆସିବେ ପ୍ରକୃତି ଏବଂ ସ୍ୱୟମ୍‌। ଜୁବିନ୍‌ ନଉଟିଆଲ୍‌ ଏବଂ ନେହା କକ୍କର ଗାଇଥିବା ଗୀତ ‘ଚଲୋ ଲେ ଚଲେ ତୁମ୍ହେ’ର କଭର ଗୀତ ପ୍ରସ୍ତୁତ ହେଉଛି। ଏହି ଗୀତକୁ ସ୍ୱୟମ୍‌ ଏବଂ ପ୍ରକୃତି ଗାଇ ଏକ କଭର୍‌ ଗୀତ ପ୍ରସ୍ତୁତ କରିଛନ୍ତି।

ଖୁବ୍‌ ଶୀଘ୍ର ସ୍ୱୟମ୍‌ଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ସ୍ୱୟମ୍‌ ପାଢୀ’ରେ ଏହି ଗୀତକୁ ଅପଲୋଡ୍‌ କରାଯିବ। ଗୀତକୁ ଦେଖି ତାଙ୍କୁ ଢେର୍‌ ସାହା ଭଲ ପାଇବା ଦେବାକୁ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି ପ୍ରକୃତି ଏବଂ ସ୍ୱୟମ୍‌।

ଆହୁରି ପଢ଼ନ୍ତୁ

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

You might also like