ବ୍ରିଟେନ୍‌ରେ ସୁଶାନ୍ତଙ୍କ ପାଇଁ କାର ର‍୍ୟାଲି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଡୁଆ ବଢିବାରେ ଲାଗିଛି । ସିବିଆଇ ମଧ୍ୟ ମାମଲାରେ ତଦନ୍ତ କରୁଛି। ଦୀର୍ଘ ୫ମାସ ହେବ ସୁଶାନ୍ତ ମୃତ୍ୟୁ ମାମଲାରେ କୌଣସି ସନ୍ତୋଷଜନତ ତଥ୍ୟ ସାମ୍ନାକୁ ଆସୁନଥିବାରୁ ଲୋକମାନେ ଅସନ୍ତୋଷ ଥିବାବେଳେ ବ୍ରିଟେନ୍‌‌ରେ ସୁଶାନ୍ତ ପାଇଁ ଏକ କାର୍‌ ର‍୍ୟାଲିର ଆୟୋଜନ କରାଯାଇଛି।

ସେଠାରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇ ଏହି ର‍୍ୟାଲିର ଆୟୋଜନ କରିବା ସହ ସୁଶାନ୍ତଙ୍କ ମୃତ୍ୟୁର କାରଣ ଓ ଦୋଷୀକୁ ଖୋଜି ବାହାର କରିବା ନେଇ ଦାବି କରିଛନ୍ତି। ଯାହାର ସୂଚନା ସୁଶାନ୍ତଙ୍କ ଭଉଣୀ ‌ସ୍ୱେତା ସିଂହ କିର୍ତ୍ତୀ ଟ୍ୱିଟ କରି ଦେଇଛନ୍ତି।

ଏକ ଭିଡିଓ ବି ଶେୟାର କରି ସ୍ୱେତା ଲେଖିଛନ୍ତି, ବ୍ରିଟେନ୍‌ କାର୍‌ ର‍୍ୟାଲି ସୁଶାନ୍ତଙ୍କ ଯୋଦ୍ଧାମାନଙ୍କର ଉଦାହରଣ ଦେଉଛି। ଆମର ସିବିଆଇ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ସେମାନେ ସତକୁ ସାମ୍ନାକୁ ଆଣିବେ।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like