ସୁଶାନ୍ତଙ୍କ ପାଇଁ ବମ୍ବେ ହାଇକୋର୍ଟ ଗଲେ ସାର୍ଥକ ନାୟକ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯିବା ପରେ ଏବେ ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ସୁପ୍ରିମ୍ କୋର୍ଟ ଆଇନଜୀବୀ ସାର୍ଥକ ନାୟକ ଏବେ ସୁଶାନ୍ତଙ୍କ ମାମଲାକୁ ମାମଲାକୁ ସିବିଆଇଇକୁ ଦେବାକୁ କୋର୍ଟରେ ଆବେଦନ କରିଛନ୍ତି। ନଚେତ୍ ଏସ୍‌ଆଇଇଟି ଦ୍ୱାରା ମାମଲାର ତଦନ୍ତ ହେଲେ ହିଁ ପୂରା ଘଟଣା ଉପରୁ ସସପେନ୍ସ ହଟିବ ବୋଲି ସାର୍ଥକ ନାୟକ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବା ନେଇ ସୁପ୍ରିମ୍ କୋର୍ଟରେ ଯାଚିକା ଦାଖଲ ହୋଇଥିଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଥିଲେ। ସୁପ୍ରିମ୍ କୋର୍ଟ କହିଥିଲେ, ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସକୁ କରିବାକୁ ଦିଆଯାଉ। ଯଦି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କୌଣସି ଠୋସ୍ ପ୍ରମାଣ ଅଛି, ତାହେଲେ ଏଥିପାଇଁ ବମ୍ବେ ହାଇକୋର୍ଟରେ ଅପିଲ୍‌ କରିହେବ।

ଅନ୍ୟପକ୍ଷରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଆରମ୍ଭ କରିଦେଇଛି ବିହାର ପୋଲିସ୍। ସୁଶାନ୍ତଙ୍କ କୋଟାକ୍ ବ୍ୟାଙ୍କରୁ ୧୫ କୋଟି ଟଙ୍କା କୁଆଡ଼େ ଗଲା, ତା’କୁ ନେଇ ମଧ୍ୟ ବିହାର ପୁଲିସ୍ ତଦନ୍ତ କରୁଛି। ପୋଲିସ୍ ବ୍ୟାଙ୍କରେ ପହଞ୍ଚି ନେଣଦେଣ ସମ୍ପର୍କିତ ତଥ୍ୟ ଆଦାୟ କରିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

You might also like