ବଲିଉଡ୍ ମୁଭି ‘ସୋନଚିଡିୟାର’ର ସେକେଣ୍ଡ ଟ୍ରେଲର ରିଲିଜ୍

ମୁମ୍ବାଇ : ରିଲିଜ୍ ହୋଇଛି ଅପ୍‌କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ପରେ ବେଶ୍ ଉତ୍ସାହିତ ଅଛନ୍ତି ଫିଲ୍ମର କଳାକାରମାନେ।

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପାଇଁ ସୁପ୍ରିମକୋର୍ଟରେ କେଶ୍ ଲଢ଼ିଥିଲେ ଅରୁଣ ଜେଟ୍‌ଲୀ

ପ୍ରିୟଙ୍କାଙ୍କ ପରେ ପାକିସ୍ତାନର ନଜର ଏବେ ଶାହରୁଖଙ୍କ ଉପରେ

୨ ମିନିଟ୍‌ର ଏହି ଗୀତ ପାଇଁ ୨ କୋଟି ନେଲେ ଜ୍ୟାକଲିନ୍‌

ରାନୁଙ୍କୁ ମିଳିଲା ବଲିଉଡରେ ଏଣ୍ଟ୍ରି

ଇଣ୍ଟେଲିଜେନ୍ସ ଏଜେନ୍ସିରେ କାମ କରିବେ ଶାହରୁଖ !

କାନ୍ଦିଲେ ରାକ୍ଷୀ ! ଭାଙ୍ଗିଗଲା କି ବାହାଘର ?

ମିକାଙ୍କ ପରେ ଏବେ ସଲମାନ୍‌ ବି ହୋଇପାରନ୍ତି ବ୍ୟାନ୍‌

‘ମିଷ୍ଟର କହ୍ନେୟା’ ଫିଲ୍ମର ପ୍ରଯୋଜକଙ୍କୁ ନୋଟିସ୍

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

You might also like