ରେଡ୍‌ କାର୍ପେଟ୍‌ରେ ଚମକିଲେ ସୋନମ୍‌

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ଆହୁରି ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ  ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍‌ ହୋଇଯାଇଛନ୍ତି ବଲିଉଡ୍‌ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର।

ରେଡ୍‌ କାର୍ପେଟ୍‌ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍‌ ଭାଇରାଲ୍‌ ହୋଇଛି। ଯେଉଁଥିରେ ସୋନମ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି। ରେଡ୍‌ ଗାଉନ୍‌, ଧଳା ଏଥେନିକ୍‌  ଡ୍ରେସ୍‌ ସହ ଏକ ମ୍ୟାଟ୍‌ ବ୍ଲୁ ରଙ୍ଗର ଗାଉନ୍‌ ଡ୍ରେସ୍‌ର ଫଟୋ ସାମ୍ନାକୁ ଆସିଛି।

ଏହି ୩ଟି ଲୁକ୍‌ର ଫଟୋକୁ ସୋନମ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ସୋନମଙ୍କ ଏହି ଫଟୋଗୁଡିକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଫେଷ୍ଟିଭାଲକୁ ସୋନମ୍ ଡେରିରେ ଆସିଥିଲେ ମଧ୍ୟ ତାଙ୍କ ଆସିବାର ମୂଲ୍ୟ ରହିଲା ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ଆମେରିକାରେ ଓଡ଼ିଆ ଫିଲ୍ମ

ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

You might also like