ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ମୁମ୍ୱାଇ :  ବଲିଉଡ୍‌ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍‌ନେସ୍‌ ଓ ବଡ଼ିକୁ ନେଇ ବେଶ୍‌ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍‌ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି।

ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଷ୍ଟାଇଲିସ୍‌ ଡ୍ରେସ୍‌ ପିନ୍ଧିଥିବା  ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା ବ୍ରାଉନ୍ କଲର୍ ଜ୍ୟାକେଟ୍ ଓ ଜୋତା ପିନ୍ଧିଥିଲେ। ଜ୍ୟାକେଟ୍‌ଟି Materiel Tbilisi ବ୍ରାଣ୍ଡର ହୋଇଥିବା ବେଳେ ଜୋତାଟି ଇଟାଲିଆନ୍‌ ଫ୍ୟାଶନ୍ ବ୍ରାଣ୍ଡ rene caovillaର ଥିଲା।

ଜ୍ୟାକେଟ୍‌ର ମୂଲ୍ୟ ୬୫୯ ଡଲାର । ଯାହା ଭାରତୀୟ ମୁଦ୍ରାରେ ୫୦ ହଜାର ଟଙ୍କା। ସେହିପରି ଜୋତାର ମୂଲ୍ୟ ୧୨୧୫ ୟୁରୋ ଏବଂ ଭାରତୀୟ ମୁଦ୍ରାରେ ହିସାବ କଲେ ଜୋତାଟି ପାଖାପାଖି ୧ ଲକ୍ଷ ଟଙ୍କା ହେବ।

ତେଣୁ ଶିଳ୍ପା ସେଟ୍ଟି ପିନ୍ଧିଥିବା ଜୋତା ଓ ଡ୍ରେସ୍‌ର ମୂଲ୍ୟକୁ ମିଶାଇଲେ ଦେଢ଼ ଲକ୍ଷ ଟଙ୍କା ହେବ।

ଆହୁରି ପଢ଼ନ୍ତୁ

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?

ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ପୁଣି ଫସିଲା ‘ବାଲା’ !

ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ

ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

You might also like