ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍‌ ଭାବ ବିହ୍ୱୋଳ ହୋଇଛନ୍ତି ।

ପ୍ରଶଂସକମାନଙ୍କ ପାଇଁ ଏହି ଫଟୋକୁ ସେୟାର କରି ଋଷି କ୍ୟାପସନରେ ଲେଖିଛନ୍ତି , “ ନମସ୍ତେ ଲତାଜୀ ଆପଣଙ୍କ ଆର୍ଶୀବାଦରୁ ଦେଖନ୍ତୁ ମୋତେ ନିଜର ୨ ଓ ୩ ବର୍ଷର ଫଟୋ ମିଳିଗଲା । ସଦା ଆପଣଙ୍କ ଆର୍ଶୀବାଦ ମୋ ଉପରେ ରହିଛି । ବହୁତ ବହୁତ ଧନ୍ୟବାଦ। ଏହି ଫଟୋ ଟ୍ୱିଟରରେ ପୋଷ୍ଟ କରି ମୁଁ ଦୁନିଆକୁ କହି ପାରିବିକି ? ଏହା ମୋ ପାଇଁ ସବୁଠୁ ମୂଲ୍ୟବାନ ଫଟୋ ।  ”

ଉଲ୍ଲେଖନୀୟ ଯେ , ଋଷି କପୁରଙ୍କର ଏହି ଫଟୋରେ ପ୍ରଶଂସକମାନେ ଖୁବ୍‌ ପ୍ରତିକ୍ରିୟା ଦେବା ସହ ପସନ୍ଦ ବି କରିଛନ୍ତି ।ସୋଶାଲ ମିଡିଆରେ ଋଷି କପୁର ଓ ଲତା ମଙ୍ଗେସକରଙ୍କ ଏକ ଫଟୋ ଭାଇରାଲ୍‌ ହୋଇଛି । ଯାହାକୁ ନିଜେ ଋଷି କପୁର ନିଜ ଟ୍ୱିଟରରେ ସେୟାର କରିଛନ୍ତି ।

ଆହୁରି ପଢ଼ନ୍ତୁ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

You might also like