ବାହା ହେଲେ ତାମିଲ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଝିଅ

ଚେନ୍ନାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା। ଚେନ୍ନାଇ ସ୍ଥିତ ଲିଲା ପାଲେସ୍‌ ହୋଟେଲରେ ତାମିଲ୍‌ ଅଭିନେତା ବିଶାଗନଙ୍କୁ ବିବାହ କରିଛନ୍ତି ସୌନ୍ଦର୍ଯ୍ୟା।

ତାମିଲ୍‌ ପରମ୍ପରା ଅନୁସାରେ ସୌନ୍ଦର୍ଯ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ଏହାସହ ତାମିଲ୍‌ ଅଭିନେତା କମଲ ହାସନଙ୍କ ସହ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ପପୁ ପମ୍‌ପମଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ

ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ

ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ନିଜକୁ ଖାଇଦେଲା !

You might also like