ଆଜି ରିଲିଜ୍‌ ହେଲା ବଲିଉଡ୍ ମୁଭି ‘ସାହୋ’

ମୁମ୍ୱାଇ : ଆଜି ପରଦାକୁ ଆସିଛି ‘ବାହୁବଳି’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ମୁଭି ‘ସାହୋ’। ବଡ଼ ବଜେଟ ଓ ବଡ଼ ଷ୍ଟାରକାଷ୍ଟକୁ ନେଇ ନିର୍ମିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ସିନେପ୍ରେମୀ  ଓ ପ୍ରଯୋଜନା ସଂସ୍ଥା।

ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଏହା ପ୍ରଥମ ବଲିଉଡ୍ ମୁଭି। ଏହାକୁ ସୁଜିତ ରେଡ୍ଡି ନିର୍ଦ୍ଦେଶନା ଦେଇଛନ୍ତି। ବି-ଟାଉନ ଡିଭା ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରଭାସ।

ପୂର୍ବରୁ ଏହି ଆକ୍ସନ ଥ୍ରୀଲର ଫିଲ୍ମର ଟିଜର, ଟ୍ରେଲର ଓ  ଗୀତ ‘ସାଇକୋ ସେୟାଁ’ ବେଶ୍ ଚର୍ଚ୍ଚା ସାଉଁଟିଥିବାରୁ ବକ୍ସ ଅଫିସରେ ରେକର୍ଡ କଲେକ୍ସନ କରିବ ବୋଲି ସିନେ ସମୀକ୍ଷକ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

You might also like