ଜାତୀୟ ସିନେମା ସଂଗ୍ରହାଳୟ ଲୋକାର୍ପିତ

ମୁମ୍ବାଇ : ଭାରତୀୟ ସିନେମା ଜଗତ ପାଇଁ ଏକ ବଡ଼ ଉପହାର। ମୁମ୍ବାଇରେ ପ୍ରତିଷ୍ଠିତ ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା  ବା ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସିନେମା ସହ ଜଡ଼ିତ ଐତିହାସିକ ସ୍ମୃତିକୁ ଏହି ସଂଗ୍ରହାଳୟରେ ରଖାଯାଇଛି।    ଏଥିପାଇଁ ସିନେମା ଜଗତ ସହ ଜଡ଼ିତ ବ୍ୟକ୍ତି କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟପାଳ ସି.ବିଦ୍ୟାସାଗର ରାଓ ଉପସ୍ଥିତ ରହିଥିଲେ।

ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା ପରାମର୍ଶଦାତା କମିଟି ମୁଖ୍ୟ ଶ୍ୟାମ ବେନଗଲ CBFC ମୁଖ୍ୟ ପ୍ରସୂନ ଯୋଶୀ ମଞ୍ଚାସିନ ଥିଲେ। ଭାରତୀୟ ସିନେମାର ସ୍ୱର୍ଣ୍ଣିମ ଇତିହାସକୁ ମ୍ୟୁଜିଅମରେ ସ୍ଥାନ ଦିଆଯାଇଛି।

ଆହୁରି ପଢ଼ନ୍ତୁ

୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

୩୭୦ ଉଚ୍ଛେଦ ପରେ ହିଂସାକୁ ନିୟନ୍ତ୍ରଣ ପାଇଁ ସରକାର କେମିତି ହୋଇଥିଲେ ପ୍ରସ୍ତୁତ, ଜାଣନ୍ତୁ

ଆର୍ଥିକ ସଙ୍କଟରେ ପାକିସ୍ତାନ

ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମା 

ସ୍ୱାଧୀନତା ଦିବସରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିଲେ ; ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଲେ

ଭାରତୀୟ ରାଷ୍ଟ୍ରଦୂତଙ୍କ କଥାରେ ଚୁପ୍ ହୋଇଗଲେ ପାକିସ୍ତାନ ସାମ୍ବାଦିକ

ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦ୍ୱିପାକ୍ଷିକ କହି କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଇମ୍ରାନଙ୍କୁ ମନା କଲେ ଟ୍ରମ୍ପ

ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

ଏମ୍‌ସରେ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ସିବିଆଇରେ ହାଜର ହେଲେ କୋଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାର

You might also like