ନେହରୁଙ୍କ ବିଷୟରେ ଟିପ୍ପଣୀ ଦେଇ ଥାନାକୁ ଗଲେ ବଲିଉଡ୍‌ ଅଭିନେତ୍ରୀ

ଜୟପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଜବାହାରଲାଲ୍‌ ନେହରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମଡେଲ୍‌ ତଥା ବଲିଉଡ୍‌ ଆକ୍ଟ୍ରେସ୍‌ ପାୟଲ ରୋହତଗୀ ଥାନାରେ ଅଟକ। ଆଜି ରାଜସ୍ଥାନର ବୁନ୍ଦୀ ପୁଲିସ୍ ପାୟଲଙ୍କୁ ଥାନାରେ ଅଟକ ରଖିଛି। ଏହି ସୂଚନା ଦେଇଛନ୍ତି ବୁନ୍ଦୀ ଏସ୍‌ପି ମମତା ଗୁପ୍ତା।

Related image

ଅକ୍ଟୋବର ୨୦୧୯ରେ ପାୟଲଙ୍କ ବିରୋଧରେ ଏକ କ୍ୟାସ୍‌ ଫାଇଲ୍‌ ହୋଇଥିଲା। ପାୟଲ ଫେସ୍‌ବୁକରେ ଏକ ଭିଡିଓ ଜାରି କରି ମୋତିଲାଲ ନେହରୁଙ୍କ ପରିବାର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସିହତ ଜବାହାରଲାଲ ନେହରୁଙ୍କ ପତ୍ନୀଙ୍କ ବିଷୟରେ ବି ଅପମାନଜନକ ଟିପ୍ପଣୀ କରିଥିଲେ। ଏହା ବିରୋଧରେ ଯୁବ କଂଗ୍ରେସ ନେତା ଚାର୍ମେଶ  ଶର୍ମା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ। ପୁଲିସ ଆଇଟି ଆକ୍ଟ ଧାରା ୬୬ ଏବଂ ୬୭ ଅନୁସାରେ ପାୟଲଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ  କରିଥିଲା।

Image result for payal rohatgi

ପ୍ରକାଶ ଥାଉକି, ପାୟଲ ସେପ୍ଟେମ୍ବର ୨୧ରେ ଏହି ବିବାଦୀୟ ଭିଡିଓକୁ ନିଜ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ କରିଥିଲେ। ଏହି ଭିଡିଓରେ କିଛି ବିବାଦୀୟ କଥା କୁହାଯାଇଥିଲା, ଯାହା ଅନ୍ୟ ଦେଶ ସହିତ ଭାରତର ସମ୍ପର୍କକୁ କ୍ଷତି ପହଞ୍ଚାଇଥାନ୍ତା ବୋଲି ଅଭିଯୋଗ କରିଥିଲା କଂଗ୍ରେସ।

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

କାହିଁକି ନିକ୍‌ଙ୍କୁ ଡେଟ୍‌ କରିବାକୁ ପସନ୍ଦ କଲେ ପ୍ରିୟଙ୍କା ?

ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

କପିଲ ଶର୍ମାଙ୍କ କୋଳରେ କୁନି ଝିଅ-ଫଟୋ ଭାଇରାଲ

କିଏ ଏହି ଟିକ୍‌ଟକ୍‌ ଡାନ୍ସର ? ଜାଣିବାକୁ ଚାହୁଁଛନ୍ତି ହ୍ରିତିକ୍‌

କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

You might also like