ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ୍‌ ଦିଲ୍‌’

ଭୁବନେଶ୍ୱର: ଓଲିଉଡ୍‌ରେ ଏକ ନୂଆ ସିନେମା ରିଲିଜ୍‌ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍‌ଫିସ୍‌ ଦିଲ୍‌’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍‌ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍‌। ତାଙ୍କ ସହ ଜଣେ ସୁନ୍ଦରୀ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ମଧ୍ୟ ଆପଣ ଦେଖିବାକୁ ପାଇବେ।

ଓଲିଉଡ୍‌ର ଲୋକପ୍ରିୟ କଳାକାର ଯେପରିକି ସିଦ୍ଧାର୍ଥ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ଏବଂ ସବ୍ୟସାଚୀଙ୍କ ସହ କାମ କରିଥିବା ନିର୍ଦ୍ଦେଶକ ବସନ୍ତ ସାହୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ତେବେ ଏହି ଫିଲ୍ମରେ ହିରୋ ଥିବା ଶ୍ରେୟାନ୍‌ ହେଉଛନ୍ତି ଜଣେ ଜିଲ୍ଲା ସ୍ତରୀୟ କ୍ରିକେଟ୍‌ ଖେଳାଳି। ସେ ଦିଲ୍ଲୀରୁ ଅଭିନୟ ପାଠ ପଢ଼ି ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି। ଆଉ ଫିଲ୍ମରେ ହିରୋଇନ୍‌ ଭୂମିକାରେ ଅଭିନୟ କରୁଥିବା ସୂର୍ଯ୍ୟମୟୀ ରିଆଲିଟି ଶୋ’ରୁ ଓଲିଉଡ୍‌କୁ ଆଗରୁ ଏଣ୍ଟ୍ରି କରିସାରିଛନ୍ତି।

ଏହି ଫିଲ୍ମରେ ଭର୍‌ପୁର୍‌ ମନୋରଞ୍ଜନ ରହିଛି। କେବଳ ମନୋରଞ୍ଜନ ନୁହେଁ, ଲଭ୍‌ ରୋମାନ୍ସ, କମେଡ଼ି, ଫାଇଟ୍‌ ଏବଂ ମନକୁ ଛୁଇଁଲା ପରି ଗୀତଗୁଡ଼ିକ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ

ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ପପୁ ପମ୍‌ପମଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ

ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

You might also like