ଦଶହରାରେ ରିଲିଜ୍‌ ହେବ ନୂଆ ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର: ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡା ନ ଥିଲା। ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧୁଥିଲେ। ସ୍କୁଲରେ ଦିଆ ଯାଉଥିବା ମକା ଖିରି ଖାଇବା ପାଇଁ ଲାଇନରେ ଛିଡା ହେଉଥିଲେ। ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡା ଧରିଲେ।  ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି।

ବାଲେଶ୍ୱରର ଅବଦୁଲ ଅମିନ ଖାନ୍‌ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍‌’। ଖ୍ୱାଜା ଗରିବ୍ ନୱାଜ୍‌ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରମୁଖ ଭୂମିକାରେ ଅଛନ୍ତି ଓଲିଉଡ ଷ୍ଟାର ଅରିନ୍ଦମ ଓ ଶିବାନୀ। ଏହି ଫିଲ୍ମରେ  ମିହିର ଦାସଙ୍କୁ ମଧ୍ୟ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିବ।

ବବି ମିଶ୍ର, ମନୋଜ ମିଶ୍ର, ବିଦୁସ୍ମିତା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଛନ୍ତି।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ।  ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଥିବା ବେଳେ ଚଳିତ ବର୍ଷ ଦଶହରାରେ ଏହି ଫିଲ୍ମ ରିଲିଜ୍‌ ହେବ।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ ‘ନେପୋମିଟର୍’, ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ‘ଭାରତ ରତ୍ନ’ ପାଇଁ ଦାବି

ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ସୁଶାନ୍ତ ରାଜପୁତଙ୍କ ପିତାଙ୍କୁ ସାକ୍ଷାତ କରି ଭାବବିହ୍ୱଳ ହେଲେ ନାନା ପାଟେକର

ସବୁ ଦିନ ପାଇଁ ବନ୍ଦ ହେଲା କଟକର ଏହି ସିନେମା ହଲ୍

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

You might also like