ମା’ ହେବେ ଅନୁଷ୍କା

ମୁମ୍ବାଇ:ଭାରତୀୟ କ୍ରିକେଟ ଟିମ୍‌ କ୍ୟାପ୍‌ଟେନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସନ୍ତା ବର୍ଷ ନୂଆ ଅତିଥିଙ୍କ ଆଗମନ ହେଉଛି।  ଖୁବ୍‌ ଶୀଘ୍ର ବିରାଟ-ଅନୁଷ୍କା ବାପା଼-ମା’ ହେବାର ସୌଭାଗ୍ୟ ଲାଭ କରିବେ।

ଷ୍ଟାର ଇଣ୍ଡିଆନ କ୍ରିକେଟର ସୋଶାଲ ମିଡିଆରେ ଗୁରୁବାର ସକାଳେ ସୂଚନା ଦେଇଛନ୍ତି ଅନୁଷ୍କା ମା’ ହେବାକୁ ଯାଉଥିବା କହିଛନ୍ତି।

୨୦୨୧ ଜାନୁଆରୀରେ ଅନୁଷ୍କା ମା’ ହେବେ ବୋଲି ସେ କହିଛନ୍ତି।

ଅନୁଷ୍କା ମଧ୍ୟ କୋହଲିଙ୍କ ସହ ଏକ ଫଟୋ ଶେୟାର କରି ନିଜ ପ୍ରେଗ୍‌ନାନ୍ସି ସୂଚନା ଦେଇଛନ୍ତି। ଜାନୁଆରୀ ୨୦୨୧ ସୁଦ୍ଧା ସମାନେ ୩ ହେବ ବୋଲି ସୂଚନା ଦେଇଛନ୍ତି।

View this post on Instagram

 

And then, we were three! Arriving Jan 2021 ❤️🙏

A post shared by Virat Kohli (@virat.kohli) on

 

 

ଆହୁରି ପଢ଼ନ୍ତୁ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

You might also like