ଅକ୍ଟୋବର ୨୪ରେ ବିବାହ କରିବେ କି ନେହା ? ସୋସିଆଲ୍‌ ମିଡିଆରେ ଶେଆର କଲେ ହୃଦୟର କଥା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନ‌ପ୍ରୀତ୍‌ ସିଂଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏପରିକି ରୋହନଙ୍କ ପ୍ରତି ଥିବା ଭଲପାଇବାକୁ ନେହା ସୋସିଆଲ୍‌ ମିଡିଆରେ ମଧ୍ୟ ଶେଆର୍‌ କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେଆର କରିବା ସହ ରୋହନପ୍ରୀତଙ୍କୁ ଟ୍ୟାଗ କରି ନେହା କକ୍କର ଲେଖିଛନ୍ତି, ‘You’re Mine’। ଯାହାର ଉତ୍ତରରେ ରୋହନ କହିଥିଲେ, Babuuuuuuuu 😍😍😍😍😍 i love youuuuu soooo much mera putt meri jaaaaan❤️❤️❤️❤️🙈🙈🙈🙈🙈YES I AM ONLY YOURS 😇😇😇😇😇❤️❤️❤️❤️❤️❤️❤️ MERI ZINDAGI❤️❤️😇😇👰🏻👰🏻😍😍🥰🥰❤️❤️😘😘🤩🤩❤️❤️

 

View this post on Instagram

 

You’re Mine @rohanpreetsingh ♥️😇 #NehuPreet 👫🏻

A post shared by Neha Kakkar (@nehakakkar) on

ଖାଲି ନେହା ନୁହେଁ ରୋହନପ୍ରୀତ ମଧ୍ୟ ନେହା କକ୍କରଙ୍କ ପ୍ରତି ଥିବା ଭଲ ପାଇବାକୁ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ନେହା କକ୍କରଙ୍କୁ ଟ୍ୟାଗ୍‌ କରି ରୋହନପ୍ରୀତ ଲେଖିଛନ୍ତି,‘“Meet My Zindagi!

 

View this post on Instagram

 

Meet My Zindagi! @nehakakkar 👰🏻😍😍♥️♥️😇🧿 #NehuPreet ♥️

A post shared by Rohanpreet Singh (@rohanpreetsingh) on

Hindustan Timesର ଏକ ରିପୋର୍ଟ ଅନୁସାରେ, ଉଭୟ(ନେହା କକ୍କର-ରୋହନ‌ପ୍ରୀତ୍‌) ଚଳିତ ବର୍ଷ ଅକ୍ଟୋବର ୨୪ରେ ବିବାହ କରିପାରନ୍ତି।

ଉଭୟଙ୍କର ରୋକା ସେରିମୋନି ମଧ୍ୟ ସରିଥିବା ନେଇ ଗୁଜବ ଖବର ଶୁଣିବାକୁ ମିଳୁଛି।

ମ୍ୟୁଜିକ୍‌ ରିଅଲଟି ଶୋ’ ‘India’s Rising Star’  ଦ୍ୱିତୀୟ ସିଜନ୍‌ର ଫାଷ୍ଟ୍‌ ରନର୍‌ ଅପ୍‌ ହୋଇଥିଲେ ରୋହନ‌ପ୍ରୀତ୍‌। ସେ ୱେଡିଂ ରିଅଲିଟି ଶୋ’‘Mujhse Shaadi Karoge’  ରେ ମଧ୍ୟ ନଜର ଆସିଥିଲେ।

ପଢ଼ନ୍ତୁ: ଉଦିତ୍‌ଙ୍କ ପୁଅଙ୍କୁ ନୁହେଁ, ଏହି ପ୍ରତିଯୋଗୀଙ୍କୁ ବିବାହ କରିବେ କି ନେହା ?

ଆହୁରି ପଢ଼ନ୍ତୁ

’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’ ଫଟୋ ଶେୟାର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

You might also like