ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ନେହା ନିଜ ପ୍ରେମିକ ତଥା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ  ଗତକାଲି ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ରୋହନ‌ପ୍ରୀତ୍‌ ସିଂଙ୍କ ସହ ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିଲେ ନେହା। ରୋହନପ୍ରୀତଙ୍କୁ ବିବାହ କରି ନେହା ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସୋସିଆଲ୍‌ ମିଡିଆରେ ନେହାଙ୍କ ଫ୍ୟାନ୍‌ ପେଜ୍‌ରେ ନେହାଙ୍କ ବିବାହ ଫଟୋ ଓ ଭିଡିଓ ସବୁ ଶେଆର କରାଯାଇଛି। ଯାହା ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଭାଇରାଲ ହେଉଛି। ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି, ନେହା ପିଚ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ରୋହନପ୍ରୀତ ଫିକା ଗୋଲାପୀ ରଙ୍ଗର ଶେର୍‌ୱାନି ପିନ୍ଧିଛନ୍ତି। ଉଭୟ ବେଶ୍‌ ସୁନ୍ଦର ଦିଶୁଥିବା ଦେଖିବାକୁ ମିଳିଛି। ଏହି ନବବିବାହିତ ଦମ୍ପତି ପଞ୍ଜାବରେ ଏକ ଗ୍ରାଣ୍ଡ୍‌ ରିପ୍‌ସନ୍‌ ପାର୍ଟି ଦେବେ ବୋଲି ସୂଚନା ମିଳିଛି।

ବିବାହ ପୂର୍ବରୁ ସୋସିଆଲ ମିଡିଆରେ ନେହାଙ୍କ ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ସେରେମୋନିର ଫଟୋ ଓ ଭାଇରାଲ୍‌ ହୋଇଥିଲା।

ଦେଖନ୍ତୁ ନେହା ଓ ରୋହନପ୍ରୀତଙ୍କ ବିବାହ ସମୟର କିଛି ଝଲକ୍‌……….

 

View this post on Instagram

 

Really happy for uh nehuu ❣️❣️ both r looking beautiful together❣️🥰❣️i wish ur bonding be like tht as alwys nd many more love ❣️🥰❣️ mata rani nd wahe guru blessed uh both of uh 😇😇 love u d most both of uh my love ❣️❣️ #nehupreet . . Congratulations ❣️❣️ #NehuPreet Ki Haldi Ceremony! ♥️💛🙏🏼😇 @rohanpreetsingh ♥️😇 Our Outfits : @shilpiahujaofficial Jewellery : @indiatrend @justpeachyindia Styled By : @ritzsony @styledose1 Rohu’s Footwears: @italianshoesco Make up: @vibhagusain Hair: @deepalid10 Photography: deepikasdeepclicks #NehuDaVyah . . Some pics from #nehudavyah #nehupreet 🥰❣️🥰 . . @rohanpreetsingh @nehakakkar . . . . . @nehakakkar @tonykakkar @sonukakkarofficial . . . Awww sweet ❤❤❤ @nehakakkar @tonykakkar @sonukakkarofficial #mirchimusicawards ・・・ @adityanarayanofficial @nehakakkar at on set Indian Idol #mumbai #Nehakakkar Follow @love_neheart_vrushali #Loveneheartvrushali #TonyKakkar #norafatehi #Indianidol #indiansingers #IndianIdol10 #bollywoodcinema #bollywoodsongs #rakulpreetsingh #Urvashirautela #Danceplus3 #saregamapa #dilhaihindustani2 #kapilsharma #pinkvilla #dipikapadukone #kajalagarwal #badshah#arjunkapoor #Bollywoodcelebrity #akshaykumar #indianwedding

A post shared by Nehakakkar (@love_neheart_vrushali) on

 

View this post on Instagram

 

Finally biggest wedding of dis year ❣️❣️❣️ most awating moment ❣️❣️🤩 nehupreet ki shadi . . Congratulations ❣️❣️ #NehuPreet Ki Haldi Ceremony! ♥️💛🙏🏼😇 @rohanpreetsingh ♥️😇 Our Outfits : @shilpiahujaofficial Jewellery : @indiatrend @justpeachyindia Styled By : @ritzsony @styledose1 Rohu’s Footwears: @italianshoesco Make up: @vibhagusain Hair: @deepalid10 Photography: deepikasdeepclicks #NehuDaVyah . . Some pics from #nehudavyah #nehupreet 🥰❣️🥰 . . @rohanpreetsingh @nehakakkar . . . . . @nehakakkar @tonykakkar @sonukakkarofficial . . . Awww sweet ❤❤❤ @nehakakkar @tonykakkar @sonukakkarofficial #mirchimusicawards ・・・ @adityanarayanofficial @nehakakkar at on set Indian Idol #mumbai #Nehakakkar Follow @love_neheart_vrushali #Loveneheartvrushali #TonyKakkar #norafatehi #Indianidol #indiansingers #IndianIdol10 #bollywoodcinema #bollywoodsongs #rakulpreetsingh #Urvashirautela #Danceplus3 #saregamapa #dilhaihindustani2 #kapilsharma #pinkvilla #dipikapadukone #kajalagarwal #badshah#arjunkapoor #Bollywoodcelebrity #akshaykumar #indianwedding #ranveersingh

A post shared by Nehakakkar (@love_neheart_vrushali) on

You might also like