ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଯଦିଓ ଇମ୍ରାନଙ୍କ ମନ୍ତବ୍ୟକୁ ନାସିରୁଦ୍ଦିନ ସମାଲୋଚନା କରିଛନ୍ତି, ତା ସତ୍ତ୍ୱେ ନାସିରୁଦ୍ଦିନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଛି। ସହଯୋଗୀ ଅଭିନେତା ଅନୁପମ ଖେର ନାସିରୁଦ୍ଦିନଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହାପରେ କିନ୍ତୁ ନାସିରୁଦ୍ଦିନଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଭାରତ ଭଳି ସହନଶୀଳ ଦେଶ ସାରା ବିଶ୍ୱରେ ନାହିଁ।

ତେବେ ନାସିରୁଦ୍ଦିନଙ୍କ କଥାକୁ ଧ୍ୟାନ ଦେବାର ସମୟ ଆସିଛି ବୋଲି କଂଗ୍ରେସ କହିଥିବାବେଳେ ଅଭିନେତା ଆଶୁତୋଷ ରାଣା ମଧ୍ୟ ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି।

ପ୍ରକାଶ ଥଉକି, ବୁଲନ୍ଦଶହରରେ ଗୋରକ୍ଷା ହିଂସାବେଳେ ଜଣେ ପୁଲିସ୍ ଅଧିକାରୀଙ୍କୁ ହତ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ନାସିରୁଦ୍ଦିନ।

 

ଆହୁରି ପଢ଼ନ୍ତୁ

ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

କିଏ ସେଇ ଲକି ଚାର୍ମ … ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ…

ହାତ ଯୋଡି କଙ୍ଗନା କହିଲେ ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍‌ର ଖୋଳତାଡ଼

ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ସେମିରେ ହାରି ବି ବିଶ୍ୱ କପ୍‌ ଜିତିଯାଇଛି..ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରି ଏମିତି କହିଲେ ଅମୀର ଖାନ୍‌

ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

You might also like