କାଲି ରିଲିଜ୍‌ ହେବ ବାବୁସାନଙ୍କ ନୂଆ ମୁଭି ମିଷ୍ଟର ମଜନୁ

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ମୁଭି ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର୍ ମଜନୁ କାଲି ରିଲିଜ୍ ହେଉଛି।

ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ, ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍।

ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। ସେହିଭଳି ଖଳନାୟକ ଭୂମିକାରେ ଆସୁଛନ୍ତି ରାଇମୋହନ ପରିଡ଼ା।

ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏ ଫିଲ୍ମର ସଙ୍ଗୀତ ସଜାଇଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର। ରିଲିଜ୍ ପୂର୍ବରୁ ଫିଲ୍ମର ଗୀତଗୁଡ଼ିକୁ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁ ପାରିଛି। ପ୍ରସିଦ୍ଧ ରଙ୍ଗବତୀ ଗୀତକୁ ଏ ଫିଲ୍ମରେ ନୂଆ ଷ୍ଟାଇଲରେ ପରସିଛନ୍ତି ଅଭିଜିତ୍। ସେହିଭଳି ଉଠିଗଲା ଧାରା ୩୭୦ଭଳି ଡ୍ୟାନ୍ସ ନମ୍ବରକୁ ସିନେପ୍ରମୀ ପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like