ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ନୂଆଦିଲ୍ଲୀ: ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି ଜମାଇକା ଗର୍ଲ ଟୋନି ଅନ୍ ସିଂ। ବିଶ୍ୱର ୧୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ଟାଇଟାଲ୍‌କୁ ନିଜ ନାଁରେ କରିଛନ୍ତି ଟୋନି।

 ଆମେରିକା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ୨୩ ବର୍ଷିୟ ଫିଜିଓଲୋଜି ଛାତ୍ରୀ ହେଉଛନ୍ତି ଟୋନି। ଏହାସହ କାରବିଆନ୍ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ବି ସେ ଅଧ୍ୟକ୍ଷ ଥିଲେ। ଟାଇଟାଲ୍ ଜିତିବା ପରେ ହଲିଉଡରେ କାମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ଟୋନି। ପ୍ରତିଯୋଗିତାରେ ପ୍ରାନ୍ସର ଓଫେ ମେଜିନୋ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଭାରତର ସୁମନ୍ ରାଓ ରହିଛନ୍ତି।

ସୁମୋନା ରାଓ

ଏହାପୂର୍ବରୁ ୧୯୯୩ ମସିହାରେ ଜମାଇକାର ଲିସା ହାନାଙ୍କୁ ମିଳିଥିଲା ଏହି ସମ୍ମାନ। ସେହିପରି ଭାରତରୁ ୨୦୧୭ ମସିହାରେ ମାନୁଷି ଚିଲ୍ଲରଙ୍କୁ ବିଶ୍ୱ ସୁନ୍ଦରୀ ଟାଇଟାଲ୍ ମିଳିଥିଲା। ପ୍ରତିବର୍ଷ ବିଶ୍ୱର ବଛା ବଛା ସୁନ୍ଦରୀଙ୍କୁ ନେଇ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଲଣ୍ଡନଠାରେ ଆୟୋଜିତ ହୋଇଥାଏ।

Image result for MANUSHI CHHILLAR
ମାନୁସୀ ଛିଲ୍ଲର

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like