‘ମଣି କର୍ଣ୍ଣିକା’ର ଟ୍ରେଲର ରିଲିଜ : ଝାନସୀର ରାଣୀ ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ : ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ  ‘ମଣି କର୍ଣ୍ଣିକା- ଦ କ୍ୱିନ୍ ଅଫ୍ ଝାନ୍ସୀ’ର ଅଫିସିଆଲ ଟ୍ରେଲର କଙ୍ଗନା ରନାଓ୍ୱତ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି।

ଝାନ୍‌ସି ରାଣୀ ଲକ୍ଷ୍ମୀବାଈ ଭୂମିକାରେ ନଜର ଆସିଛନ୍ତି କଙ୍ଗନା। ନିର୍ଦ୍ଦେଶକ କ୍ରିସ୍ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରମୁଖ ଚରିତ୍ରରେ ନଜର ଆସିବେ ଡିନି ଡିସୋଜା, ଅଙ୍କିତା ଲୋଖଣ୍ଡେ, ରିଚାର୍ଡ କିପ୍, ସୁରେଶ ଓବରୟ, ଅତୁଲ କୁଲକର୍ଣ୍ଣି ପ୍ରମୁଖ ଫିଲ୍ମର ୭୦ ଭାଗ ନିର୍ଦ୍ଦେଶନା କଙ୍ଗନା ନିଜେ ଦେଇଛନ୍ତି।

ଫିଲ୍ମ ବକ୍ସ ଅଫିସରେ ହିଟ୍ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା।

ଟ୍ରେଲ୍‌ର ଭିଡ଼ିଓ ଦେଖନ୍ତୁ – 

(ଭିଡ଼ିଓ ସୌଜନ୍ୟ : ୟୁଟ୍ୟୁବ୍‌)

You might also like