ରିଲିଜ୍ ହେଲା ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’ ଓ ଠାକ୍‌ରେ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’। ଏହି ଫିଲ୍ମରେ କଙ୍ଗନା ରାଣାୱାତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଅଙ୍କିତା ଲୋଖାଣ୍ଡେ, ଅତୁଲ କୁଲକର୍ଣ୍ଣି, ସୁରେଶ ଓବରଏ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

କଙ୍ଗନା ରାଣାୱତ ଓ କୃଷ୍ ମିଳିତ ଭାବେ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି। ୨୨ ବର୍ଷ ବୟସରରେ ଝାନ୍‌ସୀକୁ ବଞ୍ଚାଇବା ପାଇଁ ଯୋଦ୍ଧା ଭାବେ ଆବିର୍ଭାବ ହୋଇଥିବା ଜଣେ ନାରୀ ଯୋଦ୍ଧାର କାହାଣୀ ହିଁ ଚଳଚ୍ଚିତ୍ରର କଥାବସ୍ତୁ।

କଙ୍ଗନାଙ୍କୁ ଏଥିରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଅନ୍ୟପଟେ ଏହାକୁ ଟକ୍କର ଦେଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠାକ୍‌ରେ’। ନିଚ୍ଛକ ଅଭିନୟ କରିବାରେ ମହାରଥ୍ ହାସଲ କରିଥିବା ନୱାଜୁଦ୍ଦିନ୍ ସିଦ୍ଦିକ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ତାଙ୍କ ସହିତ ଅଛନ୍ତି ଅମ୍ରିତା ରାଓ। ଶିବସେନାର ମୁଖ୍ୟ ବାଲ୍ ଠାକ୍‌ରେଙ୍କ ଜୀବନ ଗାଥାକୁ ନେଇ ମୁକ୍ତିଲାଭ କରିଛି ଫିଲ୍ମ ଠାକ୍‌ରେ।

ଆହୁରି ପଢ଼ନ୍ତୁ

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ପପୁ ପମ୍‌ପମଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ

ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ

ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ନିଜକୁ ଖାଇଦେଲା !

You might also like