ରିଲିଜ୍‌ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର

ମୁମ୍ବାଇ: ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ଧମାକେଦାର୍ ଏଣ୍ଟ୍ରି। ସୂର୍ଯ୍ୟବଂଶୀ ରିଲିଜ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଘୁଞ୍ଚିବା ପରେ ଆସୁଛି ଅକ୍ଷୟଙ୍କ ଆଉ ଏକ ଫିଲ୍ମ। ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ପିଲ୍ମ ଲକ୍ଷ୍ମୀ ବମ୍‌। ଗତକାଲି ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପୁଣିଥରେ ଅକ୍ଷୟଙ୍କ ପୁରୁଣା କମେଡି ଓ ଆକ୍ସନ୍‌କୁ ଏହି ଫିଲ୍ମରେ ଦର୍ଶକ ଦେଖିପାରିବେ ।  ଲକ୍ଷ୍ମୀ ବମ୍ ଏକ ହରର୍ କମେଡି ଫିଲ୍ମ ଯେଉଁଥିରେ ଅକ୍ଷୟଙ୍କ ଶରୀରରେ ଏକ ଯୁବତୀଙ୍କ ଆତ୍ମା ପ୍ରବେଶ କରିବା ପରେ କଣ କଣ ଘଟୁଛି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି।

୨୦୧୧ରେ ରିଲିଜ୍ ତେଲୁଗୁ ଫିଲ୍ମ କାଞ୍ଚନାର ଡବିଂ ହେଉଛି ଲକ୍ଷ୍ମୀ ବମ୍।  ସାଉଥ୍ ଷ୍ଟାର୍ ରାଘବ ଲରେନ୍ସ ହିଁ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। କାଞ୍ଚନା ଫିଲ୍ମ ଦକ୍ଷିଣ ଭାରତର ଏକାଧିକ ଭାଷାରେ ନିର୍ମାଣ ହୋଇ ସୁପରହିଟ୍ ହୋଇଛି। ଲକ୍ଷ୍ମୀ ବମ୍‌ରେ ଏଥର ଅକ୍ଷୟଙ୍କ ସହ ନଜର ଆସିବେ କିଆରା ଆଡଭାନୀ। ଫିଲ୍ମଟି ଆସନ୍ତା ୯ ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ।

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like