ବର୍ଷିୟାନ୍‌ ଅଭିନେତା କାଦର୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା କାଦର୍‌ ଖାନ୍‌ଙ୍କ ପରଲୋକ। କାନାଡାରେ ଚିକିତ୍ସାଧୀନ ଅବସ୍ଥାରେ କାଦର୍‌ ଖାନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କର ପୁଅ ସର୍‌ଫରାଜ୍‌ ସୂଚନା ଦେଇଛନ୍ତି।

କାନାଡୀୟ ସମୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସର୍‌ଫରାଜ୍‌ କହିଛନ୍ତି। ତେବେ ତାଙ୍କର ଶେଷକୃତ୍ୟ କାନାଡାରେ ହେବବୋଲି ଜଣାପଡ଼ିଛି।

ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କୁ Progressive Supranuclear Palsy (PSP) ହୋଇଥିଲା ବୋଲି ଜଣାପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।

କାଦର୍‌ ଖାନ୍‌ଙ୍କ ମୃତ୍ୟୁ ଖବରକୁ ନେଇ ବଲିଡଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ

ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

କିଏ ସେଇ ଲକି ଚାର୍ମ … ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ…

ହାତ ଯୋଡି କଙ୍ଗନା କହିଲେ ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍‌ର ଖୋଳତାଡ଼

ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ସେମିରେ ହାରି ବି ବିଶ୍ୱ କପ୍‌ ଜିତିଯାଇଛି..ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରି ଏମିତି କହିଲେ ଅମୀର ଖାନ୍‌

ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

You might also like