ଏଥର ବି ଆକର୍ଷଣୀୟ ରହିଛି ବିଗ୍‌ ବସ୍‌ ଘର, ଦେଖନ୍ତୁ ଫଟୋ

ମୁମ୍ବାଇ: ବହୁଚର୍ଚ୍ଚିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ସିଜନ୍‌ ୧୪’ ଆଜିଠୁ ଆରମ୍ଭ ହେଉଛି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋ’ କୁ ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ହୋଷ୍ଟିଂ କରିବାକୁ ଯାଉଛନ୍ତି। କରୋନା ମହାମାରୀ ପାଇଁ ଏଥର ବିଗ୍‌ବସ୍‌ର ଶୁଟିଂ ହେବ କି ନାହିଁ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଆଜି ଏହି ରିଆଲିଟି ଶୋ’ର ଆରମ୍ଭ ହେଉଛି।

ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରକୁ ବେଶ୍‌ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି। ଘରର ପ୍ରବେଶଠୁ ଆରମ୍ଭ କରି ବେଡ୍‌, ରୁମ୍‌, ରୋଷେଇ ଘର, ଜିମ୍‌, ସୁଇମିଂ ପୁଲ୍‌, ଲିଭିଂ ଏରିଆ ଆଦିକୁ ବେଶ୍‌ ସ୍ୱତନ୍ତ୍ର କରାଯାଇଛି। ଘରର ସମସ୍ତ ସ୍ଥାନ‌ ବେଶ୍‌ ଆକର୍ଷଣୀୟ ଲାଗୁଛି।

ଯାହାର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ଚିତ୍ରଗୁଡ଼ିକରେ, ବିଗ୍ ବସ୍ ଘର ଭିତରରୁ କିପରି ଦେଖାଯିବ ଏବଂ ଏହାର ପ୍ରତିଯୋଗୀମାନଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଛି ତାହା ସ୍ପଷ୍ଟ ଦେଖାଯାଉଛି।

ଉମାଙ୍ଗ କୁମାର ଏଥର ବିଗ୍ ବସ୍ ହାଉସ୍ ଡିଜାଇନ୍ କରିଛନ୍ତି । ଏଥର ଘରର ବିଷୟବସ୍ତୁ ଭବିଷ୍ୟତକୁ ଦୃଷ୍ଟିରେ ରଖି.. ଅର୍ଥାତ୍‌, ଏଥର ବିଗ୍ ବସ୍‌ର ଥିମ୍ ଭବିଷ୍ୟତବାଦୀ ରହିଛି। ଯାହାକୁ ଆଧାର କରି ଘରର ଡିଜାଇନ୍‌ ହୋଇଛି। ଏଥର ଘରେ ପ୍ରଥମ ଥର ପାଇଁ ଏକ ରେଷ୍ଟୁରାଣ୍ଟ, ସ୍ପା, ଥିଏଟର ଏବଂ ମଲ୍ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରତିଯୋଗୀମାନଙ୍କ ଖଟ ଅଲଗା ରଖଯାଇଛି।

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like