ଆସନ୍ତାକାଲି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍

ନିର୍ବାଚନ କମିଶନର କହିଲେ ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହେବ

ନୂଆଦିଲ୍ଲୀ : ପୁଣି ବଲିଉଡ ମୁଭି ‘ପିଏମ୍ ନରେନ୍ଦ୍ର ମୋଦି’କୁ ଝଟକା। ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଏହା ଫଳରେ ଆସନ୍ତାକାଲି ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦି ହଲ୍‌ରେ ପ୍ରଦର୍ଶିତ ହେବନାହିଁ।

ସେହିଭଳି ଏନଟିଆର ଲକ୍ଷ୍ମୀ, ଉଦ୍ୟମ ସିମହାର ରିଲିଜ୍ ଉପରେ ବି କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ ପ୍ରଭାବିତ କରିବା ଆଶଙ୍କା ନେଇ ବାରମ୍ବାର ଅଭିଯୋଗ ପରେ ଶେଷରେ ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପାଟକୁରା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେପି, ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ପାଟକୁରା ପାଇଁ ପ୍ରଚାର ; ଘର ଘର ବୁଲି ଭୋଟ୍ ମାଗିଲେ ବିଜୟ ମହାପାତ୍ର

୨୦ରେ ପାଟକୁରା ବିଧାନସଭା ନିର୍ବାଚନ

ମୋ ପରେ ଆମ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ: ନବୀନ

ଦିନକ ପରେ ଶପଥ ଗ୍ରହଣ ଉତ୍ସବ, ଜାଣନ୍ତୁ କାହା ଭାଗ୍ୟରେ ମନ୍ତ୍ରିପଦ ?

କାଲି ଶପଥ ନେବେ ନବୀନ, ଆଜି ସୁରକ୍ଷାକର୍ମୀଙ୍କ ମକ୍‌ ଡ୍ରିଲ୍‌

ସବୁଠୁ ଧନୀ ବିଧାୟକଙ୍କୁ ଚିହ୍ନନ୍ତୁ

ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

ବଢୁଛି କୋଟିପତି ବିଧାୟକଙ୍କ ସଂଖ୍ୟା, କଂଗ୍ରେସରେ ସର୍ବାଧିକ

‘ଆପଣମାନଙ୍କ ପାଖରେ ମୁଁ ଚିର କୃତଜ୍ଞ’

You might also like