ଏହି ସାଉଥ୍ ଷ୍ଟାର୍ମାନେ ପାଇବେ ଦାଦା ସାହେବ ଫାଲ୍କେ ଆୱାର୍ଡ ୨୦୨୦
ଚେନ୍ନାଇ: ଭାରତୀୟ ସିନେମା ଜଗତରେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ଆୱାର୍ଡ ପାଇବେ ସାଉଥ୍ ଷ୍ଟାର ତଥା କୋଲାଭେରି ଡି ଗୀତର ଗାୟକ ଧନୁଷ। ଦକ୍ଷିଣ ଭାରତୀୟ ସିନେମା ପାଇଁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍କେ ଆୱାର୍ଡ୨୦୨୦ ଘୋଷଣା କରାଯାଇଛି। ନୂଆ ବର୍ଷ ଅବସରରେ ତାମିଲ, ତଲଗୁ ମାଲାୟାଲମ ଓ କନ୍ନାଡ଼ା ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଧନୁଶଙ୍କ ସମେତ ଅନ୍ୟ କେତେକ କଳାକାରଙ୍କୁ ମଧ୍ୟ ଦାଦାସାହେବ ଫାଲ୍କେ ପୁରସ୍କାର ଦିଆଯିବ। ତେବେ କେଉଁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କିଏ ପାଇବେ ଦାଦାସାହେବ ଫାଲ୍କେ ପୁରସ୍କାର ଓ କେଉଁ ଚଳଚ୍ଚିତ୍ର ପାଇଁ ପାଇବେ ପୁରସ୍କାର ଜାଣନ୍ତୁ।
ଦାଦା ସାହେବ ପୁରସ୍କାର ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା
ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀ
ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର- ଅଜିତ କୁମାର
ବେଷ୍ଟ ଆକ୍ଟର- ଧନୁଷ (ଫିଲ୍ମ ଅସୁରନ)
ବେଷ୍ଟ ଆକ୍ଟ୍ରେସ୍- ଜ୍ୟୋତିକା (ଫିଲ୍ମ ରାଚାସି)
ବେଷ୍ଟ ଡାଇରେକ୍ଟେର୍- ଆର୍ ପର୍ଥିବନ ( ଓଥାଥା ସେରୁପ୍ପୁ ସାଇଜ୍-୭)
ବେଷ୍ଟ ଫିଲ୍ମ- ଟୁ ଲେଟ୍
ବେଷ୍ଟ ମ୍ୟୁଜିକ୍ ଡାଇରେକ୍ଟର- ଅନିରୁଦ୍ଧ ରବିଚନ୍ଦେର
ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ
ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର- ଅକ୍କିନେନି ନାଗାର୍ଜୁନ
ବେଷ୍ଟ ଆକ୍ଟର – ନଭୀନ ପୋଲିଶେଟ୍ଟୀ
ବେଷ୍ଟ ଆକ୍ଟ୍ରେସ୍- ଜର୍ସି
ବେଷ୍ଟ ଡାଇରେକ୍ଟର- ସୁଜୀତ ଫର୍ ସାହୋ
ମାଲାୟାଲମ
ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର- ମୋହନଲାଲ୍
ବେଷ୍ଟ ଆକ୍ଟର – ସୁରଜ ଭେନ୍ଜାରାମୋଡୁ (ଆଣ୍ଡ୍ରଏଡ୍ କୁଞ୍ଜପ୍ପାନ ଭର ୫.୨୫)
ବେଷ୍ଟ ଆକ୍ଟ୍ରେସ୍ –ପ୍ରଭାତୀ ଥିରୁଭୋଥୁ (ଉୟାରେ)
ବେଷ୍ଟ ଡାଇରେକ୍ଟର- ମଧୂ ସି ନାରାୟଣନ (କୁମବାଲାଙ୍ଗି ନାଇଟ୍ସ)
ବେଷ୍ଟ ଫିଲ୍ମ- ଉୟାରେ
ବେଷ୍ଟ ମ୍ୟୁଜିକ୍ ଡାଇରେକ୍ଟର- ଦୀପକ ଦେବ
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ
ମୋଷ୍ଟ ଭର୍ସାଟାଇଲ ଆକ୍ଟର- ଶିବରାଜକୁମାର
ବେଷ୍ଟ ଆକ୍ଟର- ରକ୍ଷୀତ ସେଟ୍ଟୀ ( ଅବନେ ଶ୍ରୀନମନ୍ନାରାୟଣନ)
ବେଷ୍ଟ ଆକ୍ଟ୍ରେସ୍- ତାନ୍ୟ ହୋପେ (ୟାଜାମାନା)
ବେଷ୍ଟ ଡାଇରେକ୍ଟେର ରମେଶ ଇନ୍ଦିରା (ପ୍ରିମିୟର ପଦ୍ମିନୀ)
ବେଷ୍ଟ ଫିଲ୍ମ- ମୁକାଜ୍ଜିୟା କାନାସୁଗୁଲୁ
ବେଷ୍ଟ ମ୍ୟୁଜିକ୍ ଡାଇରେକ୍ଟର- ଭି. ହରିକ୍ରିଷ୍ଣନ