ରିସେପ୍‌ସନ୍‌ ପାର୍ଟିରେ ଚମକିଲେ ଦୀପିକା-ରଣବୀର

ବେଙ୍ଗାଲୁରୁ: ବିବାହ ପରେ ଦୀପିକା-ରଣବୀରଙ୍କ ରିସେପ୍‌ସନ୍‌ ପାର୍ଟିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ୍‌ର ଏହି ଷ୍ଟାରଙ୍କ ରିସେପ୍‌ସନ୍‌ ପାର୍ଟିର ଲୁକ୍‌ କେମିତି ରହିବ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Deepika Padukone (@deepikapadukone) on

ଗତକାଲି ରାତିରେ ବେଙ୍ଗାଲୁରୁ ସ୍ଥିତ ‘ଦ ଲୀଲା ପ୍ୟାଲେସ୍‌’ରେ ଏହି ସେଲେବ୍ରିଟି ଯୋଡ଼ିଙ୍କ ଗ୍ରାଣ୍ଡ୍ ରିସେପ୍‌ସନ୍‌ ପାର୍ଟି ଆୟୋଜିତ ହୋଇଥିଲା।

ବିବାହ ଭୋଜିରେ ଦୀପିକାଙ୍କୁ ସୁନେଲୀ ରଙ୍ଗର ଶାଢ଼ି ଓ ରଣବୀରଙ୍କୁ କଳା ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିଲା। ଦୀପିକା ପିନ୍ଧିଥିବା ଶାଢ଼ିକୁ ତାଙ୍କ ମା’ ଉଜ୍ଜଲା ପାଦୁକୋନ୍ ଉପହାର ଦେଇଥିଲେ। ଦୀପିକାଙ୍କ ବେକରେ ପାରମ୍ପରିକ ଗହଣା ଓ ଗଭାରେ ଗଜରା ହାର ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲିର ଏହି ପାର୍ଟିରେ ଫିଲ୍ମ, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରର ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।

ବେଙ୍ଗାଲୁରୁର ପାର୍ଟି ପରେ ଏହି ନବ ବିବାହିତ ଦମ୍ପତ୍ତି ଆସନ୍ତା ୨୮ରେ ମୁମ୍ବାଇରେ ଆଉ ଏକ ପାର୍ଟି ଦେବା କାର୍ଯ୍ୟକ୍ରମ ରହିଛି। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଏହି ଯୋଡ଼ି ଗତ ୧୪ ଓ ୧୫ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଷ୍ଟାର ଯୋଡ଼ିଙ୍କ ବିବାହ ଉତ୍ସବ ଇଟାଲୀରେ ଅନୁଷ୍ଠିତ ହୋଇଥିଲା।

 

View this post on Instagram

 

A post shared by Deepika Padukone (@deepikapadukone) on

 

View this post on Instagram

 

❤️

A post shared by Deepika Padukone (@deepikapadukone) on

 

View this post on Instagram

 

A post shared by Ranveer Singh (@ranveersingh) on

 

View this post on Instagram

 

❤️

A post shared by Ranveer Singh (@ranveersingh) on

 

View this post on Instagram

 

(New)❤ OMG Look at this Woman????? She Looked Breathtaking As a Bride?????? ~ @deepikapadukone #QueenOfWorld

A post shared by #DeepVeer??❤ (@deepveerkishaadi) on

 

You might also like