ରିୟାଙ୍କ ଭାଇ ସୌଭିକଙ୍କୁ ୧୪ ଘଣ୍ଟା ଜେରା କଲା ସିବିଆଇ

ମୁମ୍ବଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରାକୁ ଚାଲିଗଲାଣି।  ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଜେରା କରିଛି ସିବିଆଇ।  ସିବିଆଇର ୫ ଜଣିଆ ଟିମ୍ ସୌଭିକଙ୍କୁ ସୁଶାନ୍ତଙ୍କ ସହ ଥିବା ୨ଟି କମ୍ପାନୀର ଅଂଶଧନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି।

କମ୍ପାନୀରେ ସୁଶାନ୍ତଙ୍କ କେତେ ନିବେଶ ଥିଲା, ରିୟା ଓ ତାଙ୍କ ଭୂମିକା କଣ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ । ଏହାସହ ୟୁରୋପ ଟ୍ରିପ ଓ ଜୁନ୍ ୮ ଘଟଣାକୁ ନେଇ ପଚରାଉଚରା କରିଥିବା ଜଣାପଡିଛି । ରିୟା ସୁଶାନ୍ତଙ୍କ ଘର ଛାଡ଼ିବା ପରେ ସୈଭିକଙ୍କ ସହ କଥା ହୋଇଥିଲେ। ସେଦିନ ସୁଶାନ୍ତଙ୍କ ମାନସିକ ଅବସ୍ଥା, ବ୍ୟବହାର କିପରି ଥିଲା ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି  ତଦନ୍ତକାରୀ ଟିମ୍ ।

ସୌଭିକଙ୍କ ସହ ଗତକାଲି ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀ, ରୋଷୋୟା ନିରଜ, ଷ୍ଟାଫ୍ କେଶବଙ୍କୁ ମଧ୍ୟ ୧୪ ଘଣ୍ଟାର ମାରାଥନ ଜେରା କରିଛି ସିବିଆଇ । ଜେରା ସରିବା ପରେ ଗତକାଲି ବିଳମ୍ବିତ ରାତିରେ ସେମାନେ ସିବିଆଇ ଟିମ୍ ରହୁଥିବା କ୍ୟାମ୍ପ ଅଫିସରୁ ବାହାରକୁ ବାହାରିଥିଲେ।

ଆହୁରି ପଢ଼ନ୍ତୁ

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

You might also like