ରିୟାଙ୍କ ଘରେ CBI ଟିମ୍‌

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି  ସିବିଆଇ ଟିମ୍।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି  ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସିବିଆଇର ୫ ଜଣିଆ ଟିମ୍ ରିୟାଙ୍କ  ଘରେ ପହଞ୍ଚିଛନ୍ତି।  ଏହି ଘଟଣା ପରେ ଚକ୍ରବର୍ତ୍ତୀ ପରିବାର ପାଇଁ  ସମସ୍ୟା ଆହୁରି ବଢ଼ି ଯାଇଛି।  ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ସମନ୍ କରିଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନରେ ତାଙ୍କୁ ପଚରାଉଚରା କରିପାରେ।

ସେହିପରି ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ନାର୍କୋଟେକ୍ ବ୍ୟୁରୋ। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ପାଇଁ ଖୁବ୍ ଶୀଘ୍ର ବାହାରିବ।  ଡ୍ରଗ୍ସ କେଉଁଠୁ ମୁମ୍ବାଇକୁ ପହଞ୍ଚୁଥିଲା ?  ପେଡଲର କିଏ ? କିଏ  କିଏ ଏଥିରେ ସାମିଲ୍ ? ଏହାସହ ସବୁଠୁ ବଡ଼ କଥା ହେଉଛି ଡ୍ରଗ୍ସ କାରବାର ସହ ବଲିଉଡ୍ର ଲିଙ୍କ୍ ତାକୁ ଖୋଜିବ ଏନସିବି।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like