ଟଙ୍କା ଠକି ନେଇ ଇଭେଣ୍ଟକୁ ଆସିଲେନି ସୋନାକ୍ଷୀ!

ନୂଆଦିଲ୍ଲୀ: ଅଡୁଆରେ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଠକେଇ ଅଭିଯୋଗରେ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଏକ ଇଭେଣ୍ଟ୍‌ ସଂସ୍ଥା ମାମଲା ରୁଜୁ କରିଛି। ସୋନାକ୍ଷୀଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଗତ ବର୍ଷ ନଭେମ୍ବର ୨୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, ଆୟୋଜକ ପ୍ରମୋଦ ଶର୍ମା ଦିଲ୍ଲୀରେ ଏକ ପୁରସ୍କାର ବିତରଣ ଉତ୍ସବ ପାଇଁ ସୋନାକ୍ଷୀ ସିହ୍ନାକୁ ନିମନ୍ତ୍ରଣ କରିବା ପାଇଁ ଏକ କମ୍ପାନୀକୁ ସେ ୨୪ ଲକ୍ଷ ଟଙ୍କା ଦେଇଥିଲେ। ଆଉ ସୋନାକ୍ଷୀ ମଧ୍ୟ ଇଭେଣ୍ଟକୁ ଯିବା ପାଇଁ କନଫର୍ମ କରିଥିଲେ। ହେଲେ ସେ ଆସି ନଥିଲେ।

ମୋରଦାବାଦ ଶିବପୁରୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ସମୁଦାୟ ୩୭ ଲକ୍ଷ ଟଙ୍କା ସୋନାକ୍ଷୀ ନେଇଥିଲେ। ଏତେ ପରିମାଣର ମୋଟା ଅଙ୍କର ଟଙ୍କା ନେବେ ସତ୍ତ୍ୱେ ମଧ୍ୟ ସୋନାକ୍ଷୀ ଆସିନଥିଲେ।

ଅନ୍ୟପଟେ, କଟଘର ପୁଲିସ୍‌ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯିବା ସହ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

 

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like