ଦେଖନ୍ତୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର କିଛି ଦୃଶ୍ୟ

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍‌ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି ହୀନା ଖାନ୍ ଓ ଡାୟେନା ପେଣ୍ଟି ପ୍ରମୁଖ ଭାଗ ନେବେ।

ତେବେ ଭାରତୀୟଙ୍କ ପାଇଁ ନିରାଶର କଥା ହେଉଛି ୯ ବର୍ଷରେ ପ୍ରଥମଥର ପାଇଁ କୌଣସି ଭାରତୀୟ ଫିଲ୍ମ ପୁରସ୍କାର ଦୌଡ଼ରେ ନାହିଁ। ୨୫ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକଙ୍କ ଭିଡ଼ ଜମିବ। ଏହି ଅବସରରେ ବିଭିନ୍ନ ଭାଷାରେ ୫୩ ଫିଲ୍ମ ପ୍ରଦର୍ଶିତ ହେବ।

ତେବେ ଚାଲନ୍ତୁ ଦେଖିବା କାନ୍ସର ପ୍ରଥମ ଦିନର କିଛି ଝଲକ୍‌।

ଆହୁରି ପଢ଼ନ୍ତୁ

ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ପପୁ ପମ୍‌ପମଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ

ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

You might also like