କନିକା ଦେଇ ପାରିବେନି ପ୍ଲାଜ୍‌ମା

ମୁମ୍ୱାଇ: ବଲିଉଡର ଗାୟିକା କନିକା କପୁର କରୋନା ଭାଇରସ ସହ ଯୁଦ୍ଧରେ ଲଢ଼ି ଜିତିଛନ୍ତି। ସୁସ୍ଥ ହେବା ପରେ ସେ କରୋନା ରୋଗୀଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଖବର ଅନୁଯାୟୀ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କୁଳପତି ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର କହିଛନ୍ତି ଯେ, କନିକାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା।  ତାଙ୍କ ରକ୍ତରେ ଥିବା ସମସ୍ତ ପାରାମିର୍ଟସଗୁଡିକ ପ୍ଲାଜମା ଦାନ ପାଇଁ ପ୍ରାୟ ଠିକ୍ ଥିଲା । କିନ୍ତୁ ହେମୋଗ୍ଲୋବିନ୍ କମ୍ ହେତୁ ପ୍ଲାଜ୍‌ମା ଦେବା ପାଇଁ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ସୂଚନାଥାଉକି, କନିକା ଲଣ୍ଡନରୁ ଫେରିବା ପରେ ୨୦ ମାର୍ଚ୍ଚରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା।  ଚିକିତ୍ସା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

You might also like