ରିୟାଙ୍କୁ ଝଟ୍‌କା: ଖାରଜ ହେଲା ଜାମିନ୍‌ ଆବେଦନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ରିୟାଙ୍କ ଭାଇ ଶୌଭିକଙ୍କ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି। ମୁମ୍ବାଇର ଏକ sessions କୋର୍ଟ ଏହି ଜାମିନ୍‌ ଆବେଦନ ଖାରଜ କରିଛନ୍ତି। ରିୟା ଓ ଶୌଭିକଙ୍କ ବ୍ୟତୀତ ସାମୁଏଲ୍‌ ମିରଣ୍ଡା, ଦୀପେଶ ସାୱନ୍ତ, ଜୈଦ ଓ ବସିତ୍‌ଙ୍କ ମଧ୍ୟ ଜାମିନ୍‌ ଆବେଦନ ଖାରଜ କରିଛନ୍ତି କୋର୍ଟ।

ଆଜି ମାମଲାର ଶୁଣାଣି କରି କୋର୍ଟ ରାୟ ଦେଇ କହିଛନ୍ତି, ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ୍‌ ମିଳିବା ଠିକ୍ ହେବନାହିଁ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ରିୟା ଓ ଶୌଭିକ sessions କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି।

ପୂର୍ବରୁ ରିୟା ତାଙ୍କ ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଇ କହିଥିଲେ, Narcotics Control Bureau (NCB) ର ଜେରା ବେଳେ ଦୋଷ ସ୍ୱୀକାର କରିବା ଭଳି ବୟାନ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା।

ପଢ଼ନ୍ତୁ: ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଲେ ରିୟା

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like