ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ  : ଫିଲ୍ନ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଏହଂ ଏହାର ସୁଟିଂ ପାଇଁ ସେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳରେ ମାଇନସ୍‌ ୩ ଡ଼ିଗ୍ରୀରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା ।

ଏହି ହିମାଚଳ ଅଂଚଳରେ ସୁଟିଂ କରିବା ମହାନୟକ ଅମିତାଭଙ୍କ ପାଇଁ ବହୁତ ଅସୁବିଧା  ହେଉଛି । ହିମାଚଳର ଏହି ବଢ଼ିଥିବା ଥଣ୍ଡାକୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି । ଯାହାକି ଏବେ ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଏହି ଟ୍ୱିଟ୍‌କୁ ପଢ଼ି ଲୋକେ ବହୁତ କମେଣ୍ଟ ଦେଇଛନ୍ତି ଓ ନିଜର ପ୍ରତିକ୍ରିୟା ଦର୍ଶାଇଛନ୍ତି ।

ସୂଚନା ଯେ , ଅମିତାଭ ବଚ୍ଚନ ୪ଟି ଫିଲ୍ମ ଜରିଆରେ ବଲିଉଡ୍‌ରେ ଖୁବ୍‌ ଧମାଲ କରିବାକୁ ଯାଉଛନ୍ତି । ବିଗ୍‌ ବି ଙ୍କ ଏହି ଲିଷ୍ଟରେ ସାମିଲ୍‌ ଅଛି ଫିଲ୍ମ – ଚେହରେ, ବ୍ରହ୍ମାସ୍ତ୍ର , ଝୁଡ୍ ଓ ଗୁଲାବୋ-ସିତାବୋ ।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like