ପତ୍ନୀ ଟ୍ୱିଙ୍କଲଙ୍କୁ ଅକ୍ଷୟ ଦେଲେ ଏମିତି ଉପହାର !

ଏବେ ପିଆଜ ମହଙ୍ଗା ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପିଆଜରେ ତିଆରି ଇୟର ରିଂ ପୁଣି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ସୋଶାଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ପୋଷ୍ଟ କରିଥାନ୍ତି, ଯାହାକୁ ନେଇ ଲୋକେ ବହୁତ ମଜା ଉଠାଇଥାନ୍ତି । ଏଥର ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଆଜରେ ତିଆରି ଇୟର ରିଙ୍ଗସ୍ ପୋଷ୍ଟ କରିଛନ୍ତି । ଆଉ ସବୁଠୁ ମଜାଦାର କଥା ଯେ ଏହି ଇୟର ରିଙ୍ଗସ ତାଙ୍କ ସ୍ୱାମୀ ଅକ୍ଷୟ କୁମାର ତାଙ୍କୁ ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଏକ ଯୋଡ଼ା ଇୟରର  ରିଙ୍ଗସ ଅଛି, ଯେଉଁଥିରେ ପିଆଜ ଲାଗିଛି । ଏହି ଫଟୋକୁ ସେୟାର କରି ଟ୍ୱିଙ୍କଲ ଲେଖିଛନ୍ତି ଯେ, କପିଲ ଶର୍ମାଙ୍କ ସୋ’ରେ  ଫିଲ୍ମ ‘ଗୁଡ୍‌ନ୍ୟୁଜ୍‌’ର  ପ୍ରମୋସନ ସମୟରେ ଏହି ଇୟରରିଙ୍ଗସ କରୀନଙ୍କୁ ଦିଆଯାଇଥିଲା , ସେ ଏହାକୁ ପସନ୍ଦ କରିନଥିଲେ। ଅକ୍ଷୟ ଏହାକୁ ଟ୍ୱିଙ୍କଲଙ୍କ ପାଇଁ ନେଇଯାଇଥିଲେ । ଏବଂ ପତ୍ନୀ ଟ୍ୱିଙ୍କଲଙ୍କୁ କହିଥିଲେ , ମୁଁ ଜାଣିଥିଲି ତୁମେ ଏହାକୁ ବହୁତ ପସନ୍ଦ କରିବ ।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like