ଭାଇରାଲ୍‌ ହେଉଛି ଆରାଧ୍ୟାଙ୍କ ଭିଡିଓ, ଦେଖନ୍ତୁ କ୍ୟାମେରା ସାମ୍ନାରେ କେମିତି ଦେଉଛନ୍ତି ଏକ୍ସପ୍ରେସନ

ମୁମ୍ବାଇ: ବିଶିଷ୍ଟ ବ୍ଯବସାୟୀ  ମୁକେଶ  ଅମ୍ବାନୀଙ୍କ ବଡ଼ ପୁଅ ଆକାଶ-ଶୋଳ୍କାଙ୍କ  ବିବାହ ସମ୍ପନ୍ନ ହୋଇଯାଇଛି । ୯ ତାରିଖ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ୧୦ ତାରିଖ ଦିନ ଥିଲା ଏକ ଗ୍ରାଣ୍ଡ୍‌ ରିସେପସନ୍‌ ପାର୍ଟି । ସେହି ପାର୍ଟିରେ ଅନେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଥିଲେ।

ବଲିଉଡ୍‌ ସେଲିବ୍ରିଟିଙ୍କ ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। କିନ୍ତୁ ସେଥିମଧ୍ୟରୁ ଗୋଟିଏ ଭିଡିଓ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ସେ ଭିଡିଓ ହେଉଛି ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ରାୟବଚ୍ଚନଙ୍କର।

ପାର୍ଟିରେ ଅଭିଷେକ ବଚ୍ଚନ, ଐଶ୍ଵର୍ଯ୍ୟା  ଝିଅ ଆରାଧ୍ୟାଙ୍କ ସହ ଫଟୋ ଉଠାଇବା ପାଇଁ ଛିଡ଼ା ହୋଇଥିଲେ। ସେ ସମୟରେ ଏମିତି କିଛି ହୋଇଥିଲା ଯେ, ଯାହା ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ।

ଫଟୋଗ୍ରାଫର ଅଭିଷେକ,ଐଶ୍‌ ଓ ଆରାଧ୍ୟାଙ୍କର ଫଟୋ ଉଠାଇବା ପାଇଁ ସେମାନଙ୍କୁ ପୋଜ୍‌ ଦେବାକୁ କହିଥିଲେ। କିଏ ସେମାନଙ୍କୁ ବାମକୁ ମୁହଁ କରିବାକୁ କହୁଥିଲା ତ କିଏ ଡାହାଣକୁ। ସେ ସମୟରେ ଆରାଧ୍ୟା କନ୍‌ଫ୍ୟୁଜ୍‌ ହୋଇଯାଇଥିଲେ। ସେ କେଉଁ ପାର୍ଶ୍ଵକୁ ଦେଖିବେ ଜାଣି ପାରି ନଥିଲେ। କିଛି ସମୟ ମୁହଁ ଏପାଖ-ସେପାଖ କରିଥିଲେ। ଦୁଇ ପାର୍ଶ୍ଵକୁ ଚାହିଁ କ୍ୟୁଟ୍‌ ଏକ୍ସପ୍ରେସନ୍‌ ଦେଇଥିଲେ। ଆଉ ଫଟୋଗ୍ରାଫରଙ୍କୁ କହିଥିଲେ, ସେତିକି ଥାଉ। ଏକଥା ଶୁଣି ସମସ୍ତେ ହସିଥିଲେ।  ତାପରେ ଐଶ୍‌ ଓ ଅଭିଷେକ ତାଙ୍କୁ ପୋଜ ଦେବା ପାଇଁ ଗାଇଡ୍‌ କରିଥିଲେ।

ଆହୁରି ପଢ଼ନ୍ତୁ

ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

କିଏ ସେଇ ଲକି ଚାର୍ମ … ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ…

ହାତ ଯୋଡି କଙ୍ଗନା କହିଲେ ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍‌ର ଖୋଳତାଡ଼

ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ସେମିରେ ହାରି ବି ବିଶ୍ୱ କପ୍‌ ଜିତିଯାଇଛି..ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରି ଏମିତି କହିଲେ ଅମୀର ଖାନ୍‌

ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

You might also like