ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର ସ୍ଲିମ୍‌ ଫିଗରରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ।

ଫିଲ୍ମ ବାଗି-୨ ର ଏହି ଅଭିନେତ୍ରୀ ଦିଶା ନିଜର ଆକର୍ଷଣୀୟ ଫିଗର ପାଇ ବହୁତ ପରିଶ୍ରମ ସହ ସୁସ୍ଥ ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି । ଜିମ୍‌ ଯିବା ସହ ଯୋଗାଭ୍ୟାସ ମଧ୍ୟ ସେ କରିଥାନ୍ତି । ଦିଶା ସପ୍ତାହରେ ଅତି କମ୍‌ରେ ୪ଦିନ ଜିମ୍‌ ଯାଇଥାନ୍ତି ଓ ଅନେକ ପ୍ରକାରର ବ୍ୟାୟାମ ମଧ୍ୟ କରିଥାନ୍ତି । ସେ ଯେତେ ବ୍ୟାୟାମ ଧ୍ୟାନ ଦିଅନ୍ତି , ସେତିକି ହେଲଦି ଡାଏଟିଂ ନେବାରେ ପସନ୍ଦ କରନ୍ତି ।

ବିଶେଷକରି ଦିଶା ନିଜର ଖାଇବାରେ ପ୍ରୋଟିନ୍‌ ଓ ଭିଟାମିନ୍ସ ଉପରେ ନଜର ଦିଅନ୍ତି । ଯାହାକି ଏହି ସୁସ୍ଥ ଓ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ରେ ସ୍ୱତନ୍ତ୍ର ଚେହେରା ପାଲଟିଯାଇଛନ୍ତି ।    

 

ଆହୁରି ପଢ଼ନ୍ତୁ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

You might also like